Menu Close

Odia Literature Optional 2020 Paper Analysis

Every question from the Odia Literature Optional papers of UPSC Mains 2020, placed in its syllabus unit and checked against all questions asked from 2013 to 2019. See what was familiar, what came back and what was new.

Other years:

20242020

What stood out in 2020

  • Every question came from a topic UPSC had asked recently.

Which units got the marks in 2020

Marks asked from each unit in 2020 (dark bar) against its average for 2013–2019 (grey bar).

Paper I

Paper II

A question that fits two units is split equally between them.

Cover of the UPSC Prelims Topic-wise PYQ book with detailed explanations

From the Optional Province team

Preparing for Prelims too?

Our UPSC Prelims Topic-wise PYQ Book covers every Prelims question with detailed explanations, so you can see exactly where UPSC asks from. Now available as a hard copy and an eBook.

Buy Hard Copy on AmazonBuy eBook (PDF)

Download a free sample

Paper I

Q1a. ପ୍ରତ୍ୟେକ ପ୍ରଶ୍ନକୁ 150 ଶବ୍ଦ ମଧରେ ଆଲୋଚନା କର: ସମୀଭବନର ସଂଜ୍ଞା ନିରୂପଣ କରି ବିଭିନ୍ନ ପ୍ରକାର ସମୀଭବନର ଉଦାହରଣ ଦିଅ । (10 marks)

Asked 27 times in 2013–2019, most recently in 2019.

Q1b. ପ୍ରତ୍ୟେକ ପ୍ରଶ୍ନକୁ 150 ଶବ୍ଦ ମଧରେ ଆଲୋଚନା କର: ଧ୍ୱନ୍ୟାତ୍ମକ ଶବ୍ଦର ଅର୍ଥଦୃଷ୍ଟିରୁ କିପରି ବିଭାଗୀକରଣ କରାଯାଇଥାଏ? (10 marks)

Asked 6 times in 2013–2019, most recently in 2019.

Q1c. ପ୍ରତ୍ୟେକ ପ୍ରଶ୍ନକୁ 150 ଶବ୍ଦ ମଧରେ ଆଲୋଚନା କର: ‘ପ୍ରତ୍ୟକ୍ଷ ଉକ୍ତି’ ଓ ‘ପରୋକ୍ଷ ଉକ୍ତି’ର ପ୍ରଭେଦ ଦର୍ଶାଅ । (10 marks)

Asked 9 times in 2013–2019, most recently in 2019.

Q1d. ପ୍ରତ୍ୟେକ ପ୍ରଶ୍ନକୁ 150 ଶବ୍ଦ ମଧରେ ଆଲୋଚନା କର: ବ୍ୟୁତ୍ପତ୍ତିଗତ ଅର୍ଥ କହିଲେ କ’ଣ ବୁଝାଏ? (10 marks)

Asked 6 times in 2013–2019, most recently in 2019.

Q1e. ପ୍ରତ୍ୟେକ ପ୍ରଶ୍ନକୁ 150 ଶବ୍ଦ ମଧରେ ଆଲୋଚନା କର: ସନ୍ଧିଗତ ଓ ସମାସଗତ ଅଶୁଦ୍ଧିର ଉଦାହରଣ ପ୍ରଦାନ କର । (10 marks)

Asked 7 times in 2013–2019, most recently in 2019.

Q2a. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦିଅ: ଷୋଡ଼ଶ ଶତାବ୍ଦୀ ଓଡ଼ିଆ ଭାଷାର ବୈଶିଷ୍ଟ୍ୟ ଦର୍ଶାଅ । (20 marks)

Asked 13 times in 2013–2019, most recently in 2019.

Q2b. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦିଅ: କାରକ କ’ଣ? ବିଭିନ୍ନ ପ୍ରକାର କାରକର ପ୍ରୟୋଗବିଧି ଉପରେ ଆଲୋକପାତ କର । (15 marks)

Asked 19 times in 2013–2019, most recently in 2019.

Q2c. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦିଅ: ଓଡ଼ିଆ ଭାଷାରେ ବିଭିନ୍ନ ବିଦେଶୀ ଭାଷାର ବ୍ୟବହୃତ ଶବ୍ଦ ସଂପର୍କରେ ଆଲୋଚନା କର । (15 marks)

Asked 9 times in 2013–2019, most recently in 2019.

Q3a. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ପ୍ରଦାନ କର: ଉତ୍ତରାଞ୍ଚଳୀୟ ଓଡ଼ିଆ ଭାଷାର ଭାଷାତାତ୍ତ୍ୱିକ ଆଲୋଚନା କର । (20 marks)

Asked 10 times in 2013–2019, most recently in 2019.

Q3b. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ପ୍ରଦାନ କର: ଓଡ଼ିଆ ସ୍ୱରଧ୍ୱନିର ଧ୍ୱନ୍ୟାତ୍ମକ ବୈଶିଷ୍ଟ୍ୟ ପ୍ରତିପାଦନ କର । (15 marks)

Asked 27 times in 2013–2019, most recently in 2019.

Q3c. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ପ୍ରଦାନ କର: ଆଧୁନିକ ଭାରତୀୟ-ଆର୍ଯ୍ୟଭାଷାରେ ଓଡ଼ିଆ ଭାଷାର ସ୍ଥାନ ନିରୂପଣ କର । (15 marks)

Asked 13 times in 2013–2019, most recently in 2019.

Q4a. ନିମ୍ନ ପ୍ରଦତ୍ତ ପ୍ରଶ୍ନ ଉପରେ ଆଲୋଚନା କର: ଶବ୍ଦଚୟନ ଓ ବାକ୍ୟଗଠନ ବିଧିରେ ଓଡ଼ିଆ ଭାଷା ଉପରେ ଇଂରାଜୀ ଭାଷାର ପ୍ରଭାବ । (20 marks)

Asked 9 times in 2013–2019, most recently in 2019.

Q4b. ନିମ୍ନ ପ୍ରଦତ୍ତ ପ୍ରଶ୍ନ ଉପରେ ଆଲୋଚନା କର: ‘ଯୋଗାତ୍ମକ’ ଓ ‘ଅଯୋଗାତ୍ମକ’ ବାକ୍ୟ ମଧରେ ପାର୍ଥକ୍ୟ । (15 marks)

Asked 9 times in 2013–2019, most recently in 2019.

Q4c. ନିମ୍ନ ପ୍ରଦତ୍ତ ପ୍ରଶ୍ନ ଉପରେ ଆଲୋଚନା କର: ଓଡ଼ିଆ ଭାଷା ସହିତ ଭଗ୍ନୀ [?] ଭାଷାର ତୁଳନାତ୍ମକ ଅଧ୍ୟୟନ । (15 marks)

Asked 13 times in 2013–2019, most recently in 2019.

Q5a. ନିମ୍ନ ପ୍ରଦତ୍ତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦ ମଧରେ ଦିଅ: ମାଦଳାପାଞ୍ଜିର ଐତିହାସିକ ମୂଲ୍ୟ (10 marks)

Asked 18 times in 2013–2019, most recently in 2019.

Q5b. ନିମ୍ନ ପ୍ରଦତ୍ତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦ ମଧରେ ଦିଅ: ଅଚ୍ୟୁତାନନ୍ଦଙ୍କ ମାଳିକାରେ ସାମାଜିକ ମୂଲ୍ୟବୋଧ (10 marks)

Asked 8 times in 2013–2019, most recently in 2019.

Q5c. ନିମ୍ନ ପ୍ରଦତ୍ତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦ ମଧରେ ଦିଅ: ଚମ୍ପୂର ରଚନାଶୈଳୀ (10 marks)

Asked 18 times in 2013–2019, most recently in 2019.

Q5d. ନିମ୍ନ ପ୍ରଦତ୍ତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦ ମଧରେ ଦିଅ: ସତ୍ୟବାଦୀ ସାହିତ୍ୟରେ ଉତ୍କଳୀୟତା (10 marks)

Asked 5 times in 2013–2019, most recently in 2016.

Q5e. ନିମ୍ନ ପ୍ରଦତ୍ତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦ ମଧରେ ଦିଅ: ବ୍ରାହ୍ମଧର୍ମର ସାମାଜିକ ପ୍ରେକ୍ଷାପଟ (10 marks)

Asked 18 times in 2013–2019, most recently in 2019.

Q6a. ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଦାନ କର: ସାଂପ୍ରତିକ ଜୀବନରେ ଓଡ଼ିଆ ଭାଗବତର ମହତ୍ତ୍ୱ ଉଲ୍ଲେଖ କର । (20 marks)

Asked 8 times in 2013–2019, most recently in 2019.

Q6b. ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଦାନ କର: ଓଡ଼ିଆ ଉପନ୍ୟାସରେ ମନସ୍ତାତ୍ତ୍ୱିକ ଚିନ୍ତାଧାରାର ପ୍ରୟୋଗ ଉପରେ ଆଲୋଚନା କର । (15 marks)

Asked 8 times in 2013–2019, most recently in 2019.

Q6c. ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଦାନ କର: ଚଉତିଶାର ଗଠନଗତ ବୈଚିତ୍ର୍ୟ ଦର୍ଶାଅ । (15 marks)

Asked 18 times in 2013–2019, most recently in 2019.

Q7a. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଦାନ କର: ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପରେ ବିଭିନ୍ନ ସମସ୍ୟା କିପରି ରୂପାୟିତ, ଆଲୋଚନା କର । (20 marks)

Asked 5 times in 2013–2019, most recently in 2017.

Q7b. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଦାନ କର: ପଞ୍ଚସଖା ସାହିତ୍ୟରୁ ପିଣ୍ଡବ୍ରହ୍ମାଣ୍ଡ ତତ୍ତ୍ୱର ମହତ୍ତ୍ୱ ଉଲ୍ଲେଖ କର । (15 marks)

Asked 8 times in 2013–2019, most recently in 2019.

Q7c. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଦାନ କର: ଆଧୁନିକ ଓଡ଼ିଆ ସାହିତ୍ୟର ବିକାଶରେ ନବଜାଗରଣର ଭୂମିକା ଉପରେ ଆଲୋକପାତ କର । (15 marks)

Asked 18 times in 2013–2019, most recently in 2019.

Q8a. ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ: ମଧଯୁଗୀୟ ଓଡ଼ିଆ ଗୀତିକବିତାର ରୂପବୈଚିତ୍ର୍ୟ ଉପରେ ଆଲୋକପାତ କର । (20 marks)

Asked 18 times in 2013–2019, most recently in 2019.

Q8b. ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ: ଓଡ଼ିଆ ରମ୍ୟରଚନାର ବୈଶିଷ୍ଟ୍ୟ ବିଚାର କର । (15 marks)

Asked 4 times in 2013–2019, most recently in 2015.

Q8c. ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ: ଓଡ଼ିଆ ପଦାବଳୀ ସାହିତ୍ୟର ସାଙ୍ଗୀତିକ ମୂଲ୍ୟ ସଂପର୍କରେ ଆଲୋଚନା କର । (15 marks)

Asked 6 times in 2013–2019, most recently in 2018.
Cover of the UPSC Mains Topic-wise and Year-wise PYQs book (2013–2026)

From the Optional Province team

Strengthen your GS papers

Our UPSC Mains Topic-wise & Year-wise PYQ Book (2013–2026) maps every GS question to the syllabus, so you know what UPSC asks and how often. Now available as a hard copy and an eBook.

Buy Hard Copy on AmazonBuy eBook (PDF)

Download a free sample

Paper II

Q1a. ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ‘ଶାନ୍ତିପର୍ବ’ରେ ରାଜ୍ୟଶାସନର କେଉଁ ଦିଗପ୍ରତି ସଚେତନ ରହିବାକୁ ଯୁଧିଷ୍ଠିରଙ୍କୁ ଭୀଷ୍ମ ଉପଦେଶ ଦେଇଛନ୍ତି–ଆଲୋଚନା କର। (10 marks)

Asked 14 times in 2013–2019, most recently in 2019.

Q1b. ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ଭାଗବତରେ ଯଦୁ-ଅବଧୂତ ସଂବାଦରୁ ଅବଧୂତଙ୍କ ଚବିଶଗୁରୁ ଗ୍ରହଣର ଯଥାର୍ଥତା ପ୍ରତିପାଦନ କର। (10 marks)

Asked 15 times in 2013–2019, most recently in 2019.

Q1c. ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ‘ଚନ୍ଦ୍ରଭାଗା’ କାବ୍ୟରେ ପାଶ୍ଚାତ୍ୟ ସାହିତ୍ୟର ପ୍ରଭାବ ଆଲୋଚନା କର। (10 marks)

Asked 13 times in 2013–2019, most recently in 2019.

Q1d. ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ‘ଲାବଣ୍ୟବତୀ’ କାବ୍ୟର ପ୍ରଥମ ଛାନ୍ଦରୁ ଭଞ୍ଜ-କାବ୍ୟକୌଶଳର ସ୍ୱରୂପ ନିର୍ଣ୍ଣୟ କର। (10 marks)

Asked 12 times in 2013–2019, most recently in 2019.

Q1e. ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ‘ସପ୍ତମ ରତୁ’ କବିତାଗ୍ରନ୍ଥରେ ରମାକାନ୍ତ ରଥଙ୍କ ଜୀବନଦୃଷ୍ଟି ଆଲୋଚନା କର। (10 marks)

Asked 8 times in 2013–2019, most recently in 2019.

Q2a. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ରସକଲ୍ଲୋଳ’ର ପଠିତାଂଶରୁ କବିଙ୍କ ଜୀବନଦର୍ଶନ ଓ କାବ୍ୟଦୃଷ୍ଟିର ପରିଚୟ ଦିଅ। (20 marks)

Asked 14 times in 2013–2019, most recently in 2019.

Q2b. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ରାଧାନାଥ ରୂପପ୍ରାଣ କବି-ଚନ୍ଦ୍ରଭାଗା କାବ୍ୟ ଅବଲମ୍ବନରେ ପ୍ରମାଣ କର। (15 marks)

Asked 13 times in 2013–2019, most recently in 2019.

Q2c. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ଆଧୁନିକ କବିତାର ପ୍ରାଣଧର୍ମ କିପରି ‘କବିତା-1962’ର କାବ୍ୟରୀତିରେ ନିହିତ ବିଶ୍ଳେଷଣ କର। (15 marks)

Asked 10 times in 2013–2019, most recently in 2019.

Q3a. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ଲାବଣ୍ୟବତୀ’ର ପ୍ରଥମଛାନ୍ଦରୁ କାବ୍ୟର କଥାବସ୍ତୁ ଓ ଶୈଳୀର ସଙ୍କେତ ମିଳେ–ଆଲୋଚନା କର। (20 marks)

Asked 12 times in 2013–2019, most recently in 2019.

Q3b. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ଭଗ୍ନ କୋଣାର୍କ ମନ୍ଦିର ସହିତ ସୂର୍ଯ୍ୟଦେବତାଙ୍କ ସମ୍ପର୍କ ‘ଚନ୍ଦ୍ରଭାଗା’ ଅବଲମ୍ବନରେ ବିଚାର କର। (15 marks)

Asked 13 times in 2013–2019, most recently in 2019.

Q3c. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ଜୀବନଚିତା’ କବିତାରୁ ଐଶ୍ୱରିକ ଅନୁଭବର ବ୍ୟାଖ୍ୟା କର। (15 marks)

Asked 9 times in 2013–2019, most recently in 2019.

Q4a. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ସାରଳା ମହାଭାରତରେ ‘ଶାନ୍ତିପର୍ବ’ ନାମକରଣର ସାର୍ଥକତା ଦର୍ଶାଅ। (20 marks)

Asked 14 times in 2013–2019, most recently in 2019.

Q4b. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ଲାବଣ୍ୟବତୀ’ କାବ୍ୟରେ ଶିବପାର୍ବତୀଙ୍କ ପ୍ରସଙ୍ଗ ପ୍ରଥମ ଛାନ୍ଦରୁ କିପରି କଥାବସ୍ତୁକୁ ନିୟନ୍ତ୍ରିତ କରିଛି–ସମୀକ୍ଷା କର। (15 marks)

Asked 12 times in 2013–2019, most recently in 2019.

Q4c. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ସପ୍ତମ ରତୁ’ କବିତାଗ୍ରନ୍ଥରୁ ବାକ୍‌ରୀତିର ପ୍ରୟୋଗରେ କବିଙ୍କ କୃତିତ୍ୱ ଦର୍ଶାଅ। (15 marks)

Asked 8 times in 2013–2019, most recently in 2019.

Q5a. ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ‘କାଠଘୋଡ଼ା’ ନାଟକରେ ଲୋକନାଟକ ଶୈଳୀର ଉପଯୋଗୀତା ବିଚାର କର। (10 marks)

Asked 13 times in 2013–2019, most recently in 2019.

Q5b. ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ‘ଦାନାପାଣି’ ଉପନ୍ୟାସରେ ବସ୍ତୁବାଦୀ ଜୀବନସଂଘର୍ଷର ଚିତ୍ର କିପରି ରୂପାୟିତ–ବିଶ୍ଳେଷଣ କର। (10 marks)

Asked 14 times in 2013–2019, most recently in 2019.

Q5c. ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ‘ଛ’ମାଣ ଆଠଗୁଣ୍ଠ’ରେ ‘ଅସୁରଦୀଘି’ ପରିଚ୍ଛେଦଟିର ଉପଯୋଗୀତା ବିଚାର କର। (10 marks)

Asked 13 times in 2013–2019, most recently in 2019.

Q5d. ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ‘ମରାଳର ମୃତ୍ୟୁ’ ଗଳ୍ପର ନାମକରଣର ସାର୍ଥକତା ପ୍ରତିପାଦନ କର। (10 marks)

Asked 11 times in 2013–2019, most recently in 2019.

Q5e. ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ। ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ‘ମୁଁ ସତ୍ୟଧର୍ମା କହୁଛି’ ପ୍ରବନ୍ଧରେ ପ୍ରାବନ୍ଧିକଙ୍କ ଆଭିମୁଖ୍ୟ ନିର୍ଣ୍ଣୟ କର। (10 marks)

Asked 12 times in 2013–2019, most recently in 2019.

Q6a. ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ: ସଇତାନ ଚରିତ୍ରଗୁଡ଼ିକ ଫକୀରମୋହନଙ୍କ ଖୁବ ପ୍ରଭାବଶାଳୀ–‘ଛ’ମାଣ ଆଠଗୁଣ୍ଠ’ ଅବଲମ୍ବନରେ ବିଚାର କର। (20 marks)

Asked 13 times in 2013–2019, most recently in 2019.

Q6b. ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ: ‘କାଠଘୋଡ଼ା’ ନାଟକର ପରୀକ୍ଷାଧର୍ମୀ ଦୃଷ୍ଟିକୋଣର ପରିଚୟ ଦିଅ। (15 marks)

Asked 13 times in 2013–2019, most recently in 2019.

Q6c. ନିମ୍ନପ୍ରଦତ୍ତ ପ୍ରଶ୍ନମାନଙ୍କର ଉତ୍ତର ଲେଖ: ‘ତରଙ୍ଗ ଓ ତଡିତ୍’ର ପଠିତାଂଶରୁ ଚିତ୍ତରଞ୍ଜନ ଦାସଙ୍କ ଗଦ୍ୟଶୈଳୀର ପରିଚୟ ଦିଅ। (15 marks)

Asked 11 times in 2013–2019, most recently in 2019.

Q7a. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ଦାନାପାଣି’ ଉପନ୍ୟାସରେ ବଞ୍ଚିବାର ସଂଘର୍ଷ ଭିତରେ ମାନବିକ ମୂଲ୍ୟବୋଧର ଅବକ୍ଷୟ କିପରି ରୂପାୟିତ–ଦର୍ଶାଅ। (20 marks)

Asked 14 times in 2013–2019, most recently in 2019.

Q7b. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ମରାଳର ମୃତ୍ୟୁ’ ଗଳ୍ପରେ ସୁରେନ୍ଦ୍ରଙ୍କ ଗଳ୍ପକଳାର ସାର୍ଥକତା ପରୀକ୍ଷା କର। (15 marks)

Asked 11 times in 2013–2019, most recently in 2019.

Q7c. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ତଟ ନିରଞ୍ଜନା’ ନାଟକର ମଞ୍ଚମୂଲ୍ୟ ନିର୍ଣ୍ଣୟ କର। (15 marks)

Asked 10 times in 2013–2019, most recently in 2019.

Q8a. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ଲକ୍ଷ୍ମୀର ଅଭିସାର’ ଗଳ୍ପରେ ଶିଶୁମନର ସରଳତା ବିରୋଧରେ ସ୍ୱାର୍ଥପର ମଣିଷର ଜଟିଳତାର ପରିଣତି କିପରି ଭୟାବହ ହୋଇଛି–ବିଶ୍ଳେଷଣ କର। (20 marks)

Asked 12 times in 2013–2019, most recently in 2019.

Q8b. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ବୌଦ୍ଧଯୁଗୀୟ ପୃଷ୍ଠଭୂମି ଆଧାରିତ ‘ତଟ ନିରଞ୍ଜନା’ରୁ ଜୀବନ ଜିଜ୍ଞାସାର ଚିତ୍ର ଉପସ୍ଥାପନ କର। (15 marks)

Asked 10 times in 2013–2019, most recently in 2019.

Q8c. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ମୁଁ ସତ୍ୟଧର୍ମା କହୁଛି’ ପ୍ରବନ୍ଧରୁ ଲଳିତନିବନ୍ଧର ଲକ୍ଷଣଗୁଡ଼ିକ ନିରୂପଣ କର। (15 marks)

Asked 12 times in 2013–2019, most recently in 2019.

Spotted an error? Tell us.

We classify every PYQ with care, but mistakes can slip in. If a question is in the wrong topic, has a typo, the wrong year, or is missing, let us know. We review every report and update the page.

Report an Error

Spotted something wrong?

If a question is in the wrong unit or a match looks wrong, please report an error.

Related: Overall Odia Literature PYQ analysis · Year-wise question papers · Topic-wise PYQs

Subscribe
Notify of
guest

0 Comments
Oldest
Newest Most Voted