Menu Close

ଓଡ଼ିଆ ଭାଷାର ଇତିହାସ – Odia Literature Optional PYQs (Paper I, Unit 1)

Here are all 165 questions on ଓଡ଼ିଆ ଭାଷାର ଇତିହାସ asked in UPSC Odia Literature Optional Paper I (2009–2024), arranged under the 8 topics of this unit. Within each topic the latest questions come first.

Each question ends with a code such as [2024/15m/3b] – the year, the marks, the word limit (where UPSC set one) and the question number in the paper.

Topic-wise weightage graph of ଓଡ଼ିଆ ଭାଷାର ଇତିହାସ, Odia Literature Optional Paper I
Topic-wise weightage of ଓଡ଼ିଆ ଭାଷାର ଇତିହାସ (Odia Literature Optional Paper I) – share of marks asked from each topic.

1.1] ଓଡ଼ିଆ ଭାଷାର ଉତ୍ପତ୍ତି ଓ ବିକାଶ

23 questions

  1. ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦ ମଧରେ ଲେଖ । ଓଡ଼ିଆ ଭାଷାର ଉତ୍ପତ୍ତି ସୂତ୍ର ଆଲୋଚନା କର । [2024/10m/1a]

  2. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦିଅ । ଚର୍ଯ୍ୟାଗୀତିର ଭାଷାଗତ ବୈଶିଷ୍ଟ୍ୟ । [2024/20m/2a]

  3. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦିଅ: ଷୋଡ଼ଶ ଶତାବ୍ଦୀ ଓଡ଼ିଆ ଭାଷାର ବୈଶିଷ୍ଟ୍ୟ ଦର୍ଶାଅ । [2020/20m/2a]

  4. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ପ୍ରଦାନ କର: ଆଧୁନିକ ଭାରତୀୟ-ଆର୍ଯ୍ୟଭାଷାରେ ଓଡ଼ିଆ ଭାଷାର ସ୍ଥାନ ନିରୂପଣ କର । [2020/15m/3c]

  5. ନିମ୍ନ ପ୍ରଦତ୍ତ ପ୍ରଶ୍ନ ଉପରେ ଆଲୋଚନା କର: ଓଡ଼ିଆ ଭାଷା ସହିତ ଭଗ୍ନୀ [?] ଭାଷାର ତୁଳନାତ୍ମକ ଅଧ୍ୟୟନ । [2020/15m/4c]

  6. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ପ୍ରଦାନ କର: ପ୍ରାଚୀନ ଓଡ଼ିଆ ଭାଷାର ବିକାଶରେ ‘ସୋମନାଥ ବ୍ରତକଥା’ ଓ ‘ରୁଦ୍ର ସୁଧାନିଧି’ର ସ୍ଥାନ ନିରୂପଣ କର । [2019/20m/2c]

  7. ନିମ୍ନଲିଖିତ ବିଷୟ ଉପରେ ଆଲୋଚନା କର: ଭାରତୀୟ-ଆର୍ଯ୍ୟ ଭାଷା ପରିବାରରେ ଓଡ଼ିଆ ଭାଷାର ଐତିହାସିକତା । [2019/15m/3a]

  8. ନିମ୍ନ ପ୍ରଦତ୍ତ ବିଷୟ ଉପରେ ଆଲୋଚନା କର: ଓଡ଼ିଆ ଅଭିଲେଖର ଭାଷା । [2019/15m/4a]

  9. ନିମ୍ନ ପ୍ରଦତ୍ତ ବିଷୟରେ ପ୍ରତ୍ୟେକଟି 150 ଶବ୍ଦ ମଧରେ ଲେଖିବାକୁ ହେବ: ଉତ୍ପତ୍ତିଠାରୁ ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆ ଭାଷାର ବିକାଶକ୍ରମ ଦର୍ଶାଅ । [2018/10m/1a]

  10. ନିମ୍ନଲିଖିତ ବିଷୟଗୁଡ଼ିକ ସଂପର୍କରେ ଉତ୍ତର ଦିଅ: ଚର୍ଯ୍ୟାଗୀତିକାରେ ଓଡ଼ିଆ ଭାଷାର ସ୍ୱରୂପ [2017/15m/2a]

  11. ନିମ୍ନଲିଖିତ ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ପ୍ରାୟ 150 ଶବ୍ଦରେ ଲେଖ: ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆ ଭାଷାର ବିକାଶ କ୍ରମ । [2015/10m/1a]

  12. ନିମ୍ନଲିଖିତ ବିଷୟରେ ବିବରଣୀ ଲେଖ: ଓଡ଼ିଆ ଶିଳାଲେଖରେ ଓଡ଼ିଆ ଭାଷାର ନମୁନା । [2015/12.5m/2a]

  13. ନିମ୍ନଲିଖିତ ବିଷୟର ଆଲୋଚନାତ୍ମକ ଟିପ୍ପଣୀ ପ୍ରାୟ 150 ଶବ୍ଦରେ ଲେଖ: ଇଣ୍ଡୋ-ଇରୋପୀୟ ଭାଷା ପରିବାରରେ ଓଡ଼ିଆ ଭାଷାର ସ୍ଥାନ । [2014/10m/1a]

  14. ନିମ୍ନଲିଖିତ ବିଷୟରେ ଆଲୋଚନା କର: ଓଡ଼ିଆ ଭାଷାର ବିକାଶରେ ଶିଳାଲେଖଗୁଡ଼ିକର ଭୂମିକା ବିଚାର କର । [2014/16.7m/3a]

  15. ନିମ୍ନଲିଖିତ ବିଷୟରେ ଆଲୋଚନା କର: ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବାର ଯୁକ୍ତିଯୁକ୍ତତା ବିଚାର କର । [2014/16.7m/4c]

  16. ନିମ୍ନଲିଖିତ ବିଷୟରେ ଆଲୋଚନାତ୍ମକ ଟିପ୍‌ପଣୀ ପ୍ରଦାନ କର । ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ସୀମିତ ରହିବା ଆବଶ୍ୟକ । ଇଣ୍ଡୋ–ଇରୋପୀୟ ଭାଷା [2013/10m/1a]

  17. ପ୍ରତ୍ୟେକ ପ୍ରଶ୍ନର ଉତ୍ତର 250 ଶବ୍ଦ ମଧ୍ୟରେ ଉଲ୍ଲେଖ କର । ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆ ଭାଷାର ବିକାଶ ଦର୍ଶାଅ । [2013/25m/3b]

  18. ନିମ୍ନଲିଖିତ ବିଷୟଗୁଡ଼ିକର ଆଲୋଚନାତ୍ମକ ଟିପ୍‌ପଣୀ ପ୍ରଦାନ କର । ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ସୀମିତ ହେବା ଆବଶ୍ୟକ । ଚର୍ଯ୍ୟାଗୀତିକାର ଭାଷା । [2013/10m/5b]

  19. ନିମ୍ନଲିଖିତ ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ । ପ୍ରତ୍ୟେକ ଟିପ୍ପଣୀ 150 ଶବ୍ଦ ମଧ୍ୟରେ ସୀମିତ ରହିବ । ଓଡ଼ିଆ ଭାଷାର ପ୍ରାଚୀନତା [2012/12m/1b]

  20. 250 ଶବ୍ଦ ମଧ୍ୟରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦିଅ: ଓଡ଼ିଆ ଭାଷାକୁ ପ୍ରାକୃତମୂଳ କହିବାର ଯଥାର୍ଥତା ବିଚାର କର । [2012/20m/2a]

  21. ଶିଳାଲେଖ, ସାରଳା ଦାସ ଓ ପଞ୍ଚସଖା ସାହିତ୍ୟ ଓ ବ୍ରତକଥା ଆଧାରରେ ଓଡ଼ିଆ ଭାଷାର ବିକାଶଧାରା ଦର୍ଶାଅ । [2011/60m/4b]

  22. ନିମ୍ନଲିଖିତ ଯେ କୌଣସି ତିନିଗୋଟି ସଂପର୍କରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ । (ପ୍ରତ୍ୟେକ ଟିପ୍ପଣୀ 200 ଶବ୍ଦ ମଧ୍ୟରେ ହେବା ଆବଶ୍ୟକ) ଚର୍ଯ୍ୟାଗୀତିକାରେ ଓଡ଼ିଆ ଭାଷାର ସ୍ୱରୂପ ଓ ବୈଶିଷ୍ଟ୍ୟ । [2010/20m/1a]

  23. ନିମ୍ନଲିଖିତ ଯେକୌଣସି ତିନିଗୋଟି ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ (ପ୍ରତ୍ୟେକ ଟିପ୍ପଣୀ 200 ଶବ୍ଦ ମଧ୍ୟରେ ହେବା ଆବଶ୍ୟକ): ପ୍ରାଚୀନ ଓଡ଼ିଆ ଶିଳାଲେଖଗୁଡ଼ିକୁ ଆଧାର କରି ଓଡ଼ିଆ ଭାଷାର କ୍ରମବିକାଶ [2009/20m/1a]

Cover of the UPSC Prelims Topic-wise PYQ book with detailed explanations

From the Optional Province team

Preparing for Prelims too?

Our UPSC Prelims Topic-wise PYQ Book covers every Prelims question with detailed explanations, so you can see exactly where UPSC asks from. Now available as a hard copy and an eBook.

Buy Hard Copy on AmazonBuy eBook (PDF)

Download a free sample

1.2] ଓଡ଼ିଆ ଭାଷା ଉପରେ ଅନ୍ୟ ଭାଷାର ପ୍ରଭାବ

16 questions

  1. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦିଅ: ଓଡ଼ିଆ ଭାଷାରେ ବିଭିନ୍ନ ବିଦେଶୀ ଭାଷାର ବ୍ୟବହୃତ ଶବ୍ଦ ସଂପର୍କରେ ଆଲୋଚନା କର । [2020/15m/2c]

  2. ନିମ୍ନ ପ୍ରଦତ୍ତ ପ୍ରଶ୍ନ ଉପରେ ଆଲୋଚନା କର: ଶବ୍ଦଚୟନ ଓ ବାକ୍ୟଗଠନ ବିଧିରେ ଓଡ଼ିଆ ଭାଷା ଉପରେ ଇଂରାଜୀ ଭାଷାର ପ୍ରଭାବ । [2020/20m/4a]

  3. ନିମ୍ନ ପ୍ରଦତ୍ତ ବିଷୟ ଉପରେ ଆଲୋଚନା କର: ଓଡ଼ିଆ ଶବ୍ଦ ସମ୍ଭାରର ବର୍ଗୀକରଣ । [2019/15m/4b]

  4. ନିମ୍ନଲିଖିତ ବିଷୟଗୁଡ଼ିକ ସମ୍ପର୍କରେ ଉତ୍ତର ଦିଅ: ଓଡ଼ିଆ ଭାଷାରେ ଇଂରେଜୀ ପ୍ରଭାବ । [2018/15m/3b]

  5. ନିମ୍ନପ୍ରଦତ୍ତ ବିଷୟରେ ପ୍ରତ୍ୟେକଟି 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ଓଡ଼ିଆ ଭାଷାରେ ଦ୍ରାବିଡ଼ ପ୍ରଭାବ [2017/10m/1a]

  6. ନିମ୍ନଲିଖିତ ବିଷୟଗୁଡ଼ିକ ସଂପର୍କରେ ଉତ୍ତର ଦିଅ: ଓଡ଼ିଆ ଭାଷାରେ ବୈଦେଶିକ ଭାଷାର ପ୍ରଭାବ ଓ ସ୍ୱରୂପ [2017/15m/3b]

  7. 150 ଶବ୍ଦ ମଧରେ ନିମ୍ନଲିଖିତ ବିଷୟରେ ସଂକ୍ଷିପ୍ତ ଟିପ୍ପଣୀ ଲେଖ: ଓଡ଼ିଆ ଭାଷାର ବିକାଶରେ ଦ୍ରାବିଡ଼ ଭାଷାର ଭୂମିକା । [2016/10m/1a]

  8. ସମସ୍ତ ପ୍ରସଙ୍ଗ ଆଲୋଚନା କର: ଓଡ଼ିଆ ଭାଷାର ଶବ୍ଦ, ବିରାମ ଚିହ୍ନ ଓ ବାକ୍ୟଗଠନରେ ଇଂରେଜୀ ଭାଷାର ପ୍ରଭାବ । [2016/16.7m/2a]

  9. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ପ୍ରଦାନ କର: ଓଡ଼ିଆ ଭାଷା କିପରି ଦ୍ରାବିଡ଼ ଭାଷା ଦ୍ୱାରା ପ୍ରଭାବିତ ଆଲୋଚନା କର । [2015/16.7m/3b]

  10. ନିମ୍ନଲିଖିତ ବିଷୟରେ ଆଲୋଚନା କର: ଓଡ଼ିଆ ଭାଷାରେ ପାର୍ଶୋ-ଆରବୀୟ ଭାଷାର ପ୍ରଭାବ ସକାରଣ ଦର୍ଶାଅ । [2014/16.7m/4a]

  11. ପ୍ରତ୍ୟେକ ପ୍ରଶ୍ନର ଉତ୍ତର 300 ଶବ୍ଦ ମଧ୍ୟରେ ଉଲ୍ଲେଖ କର । ଓଡ଼ିଆ ଭାଷାରେ ଇଂରେଜୀ ଭାଷାର ପ୍ରଭାବ ଦର୍ଶାଅ । [2013/25m/4a]

  12. ନିମ୍ନଲିଖିତ ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ । ପ୍ରତ୍ୟେକ ଟିପ୍ପଣୀ 150 ଶବ୍ଦ ମଧ୍ୟରେ ସୀମିତ ରହିବ । କଥିତ ଓଡ଼ିଆ ଭାଷାରେ ଇଂରେଜୀ ଭାଷାର ପ୍ରଭାବ [2012/12m/1c]

  13. ପ୍ରାୟ 300 ଶବ୍ଦ ମଧ୍ୟରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦିଅ: କାରଣ ସହିତ ଓଡ଼ିଆ ଭାଷାରେ ଦ୍ରାବିଡ଼ ଭାଷାର ପ୍ରଭାବ ବିଶ୍ଳେଷଣ କର । [2012/30m/4a]

  14. ନିମ୍ନଲିଖିତ ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ । (ପ୍ରତ୍ୟେକ ଟିପ୍ପଣୀ 250 ଶବ୍ଦ ମଧ୍ୟରେ ହେବା ଆବଶ୍ୟକ) ଓଡ଼ିଆ ଭାଷା ଉପରେ ପାର୍ସୋ-ଆରବୀୟ ଭାଷାର ପ୍ରଭାବ । [2011/20m/1a]

  15. ନିମ୍ନଲିଖିତ ଯେ କୌଣସି ତିନିଗୋଟି ସଂପର୍କରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ । (ପ୍ରତ୍ୟେକ ଟିପ୍ପଣୀ 200 ଶବ୍ଦ ମଧ୍ୟରେ ହେବା ଆବଶ୍ୟକ) ଓଡ଼ିଆ ଭାଷାରେ ‘ଅଷ୍ଟ୍ରିକ’ ଭାଷାର ପ୍ରଭାବ । [2010/20m/1b]

  16. ନିମ୍ନଲିଖିତ ଯେକୌଣସି ତିନିଗୋଟି ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ (ପ୍ରତ୍ୟେକ ଟିପ୍ପଣୀ 200 ଶବ୍ଦ ମଧ୍ୟରେ ହେବା ଆବଶ୍ୟକ): ଓଡ଼ିଆ ଭାଷାରେ ଦ୍ରାବିଡ଼ ଭାଷାର ପ୍ରଭାବ [2009/20m/1b]

1.3] ଧ୍ୱନିତତ୍ତ୍ୱ ଓ ସ୍ୱନିମତତ୍ତ୍ୱ

38 questions

  1. ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦ ମଧରେ ଲେଖ । ସ୍ୱରଧ୍ୱନି ଓ ବ୍ୟଞ୍ଜନଧ୍ୱନି ମଧରେ ପାର୍ଥକ୍ୟ । [2024/10m/1c]

  2. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ । ଧ୍ୱନି ପରିବର୍ତ୍ତନର ସ୍ୱରୂପ ଆଲୋଚନା କର । [2024/15m/3b]

  3. ପ୍ରତ୍ୟେକ ପ୍ରଶ୍ନକୁ 150 ଶବ୍ଦ ମଧରେ ଆଲୋଚନା କର: ସମୀଭବନର ସଂଜ୍ଞା ନିରୂପଣ କରି ବିଭିନ୍ନ ପ୍ରକାର ସମୀଭବନର ଉଦାହରଣ ଦିଅ । [2020/10m/1a]

  4. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ପ୍ରଦାନ କର: ଓଡ଼ିଆ ସ୍ୱରଧ୍ୱନିର ଧ୍ୱନ୍ୟାତ୍ମକ ବୈଶିଷ୍ଟ୍ୟ ପ୍ରତିପାଦନ କର । [2020/15m/3b]

  5. ନିମ୍ନ ପ୍ରଦତ୍ତ ବିଷୟରେ 150 ଶବ୍ଦ ମଧରେ ଉତ୍ତର ଦିଅ: ଓଡ଼ିଆ ସ୍ପର୍ଶ-ସଂଘର୍ଷୀ ଧ୍ୱନି । [2019/10m/1b]

  6. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ପ୍ରଦାନ କର: ଓଡ଼ିଆ ଭାଷାର ମାନ-ସ୍ୱରଧ୍ୱନିର ଧ୍ୱନିତାତ୍ତ୍ୱିକ ବିଶ୍ଳେଷଣ କର । [2019/15m/2b]

  7. ନିମ୍ନଲିଖିତ ବିଷୟ ଉପରେ ଆଲୋଚନା କର: ଓଡ଼ିଆ ଭାଷାର ବ୍ୟଞ୍ଜନ ଧ୍ୱନି ଗୁଡ଼ିକର ବର୍ଗୀକରଣ ଓ ସେଗୁଡ଼ିକର ଉପଯୁକ୍ତ ଭାଷାତାତ୍ତ୍ୱିକ ଟିପ୍ପଣୀ । [2019/20m/3c]

  8. ନିମ୍ନ ପ୍ରଦତ୍ତ ବିଷୟରେ ପ୍ରତ୍ୟେକଟି 150 ଶବ୍ଦ ମଧରେ ଲେଖିବାକୁ ହେବ: ଓଡ଼ିଆ ଭାଷାରେ ବ୍ୟଞ୍ଜନ ବର୍ଣ୍ଣ । [2018/10m/1b]

  9. ନିମ୍ନଲିଖିତ ବିଷୟଗୁଡ଼ିକ ସମ୍ପର୍କରେ ଉତ୍ତର ଦିଅ: ଫୋନିମ୍‌ର ସ୍ୱରୂପ । [2018/15m/2b]

  10. ନିମ୍ନଲିଖିତ ବିଷୟଗୁଡ଼ିକ ସମ୍ପର୍କରେ ଉତ୍ତର ଦିଅ: ଭାଷା-ତାତ୍ତ୍ୱିକ ନିୟମାନୁସାରେ ନିମ୍ନ ଶବ୍ଦମାନଙ୍କର କ୍ରମବିବର୍ତ୍ତିତ ରୂପ ଦର୍ଶାଅ ।
    ମଙ୍ଗରାଜ, ରାଉତ, ଦେଉଳ, କଳନ୍ତର, ଦେଠେଇ । [2018/15m/4a]

  11. ନିମ୍ନପ୍ରଦତ୍ତ ବିଷୟରେ ପ୍ରତ୍ୟେକଟି 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ଓଡ଼ିଆ ଭାଷାରେ ଶୁଦ୍ଧ ସ୍ୱରଧ୍ୱନି [2017/10m/1b]

  12. ନିମ୍ନଲିଖିତ ବିଷୟଗୁଡ଼ିକ ସଂପର୍କରେ ଉତ୍ତର ଦିଅ: ଓଡ଼ିଆ ଭାଷାରେ ଧ୍ୱନି ପରିବର୍ତ୍ତନର ସ୍ୱରୂପ [2017/15m/2b]

  13. ନିମ୍ନଲିଖିତ ବିଷୟଗୁଡ଼ିକ ସଂପର୍କରେ ଉତ୍ତର ଦିଅ: ଓଡ଼ିଆ ଭାଷାରେ ବ୍ୟବହୃତ ବ୍ୟଂଜନ ଧ୍ୱନିର ବର୍ଗୀକରଣ [2017/20m/3c]

  14. 150 ଶବ୍ଦ ମଧରେ ନିମ୍ନଲିଖିତ ବିଷୟରେ ସଂକ୍ଷିପ୍ତ ଟିପ୍ପଣୀ ଲେଖ: ପ୍ରଯତ୍ନ ଲାଘବଜନିତ ଧ୍ୱନି ପରିବର୍ତ୍ତନ । [2016/10m/1c]

  15. ସମସ୍ତ ପ୍ରସଙ୍ଗ ଆଲୋଚନା କର: ଉକୁଣି, ଆଇଁଷ, କାଖ, ଆପଣ, ଚାପୁଡ଼ା ଶବ୍ଦ ଗୁଡ଼ିକର ଧ୍ୱନିତାତ୍ତ୍ୱିକ ବିବର୍ତ୍ତନ କ୍ରମ । [2016/16.7m/2b]

  16. ନିମ୍ନଲିଖିତ ବିଷୟଗୁଡ଼ିକ ସଂପର୍କରେ ଆଲୋଚନା କର: ଏ, ବ, ଝ, ଥ ଓ ଲ ର ଧ୍ୱନିତାତ୍ତ୍ୱିକ ବିବରଣୀ । [2016/16.7m/3b]

  17. ନିମ୍ନଲିଖିତ ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ପ୍ରାୟ 150 ଶବ୍ଦରେ ଲେଖ: ଓଡ଼ିଆ ସ୍ୱରଧ୍ୱନି । [2015/10m/1b]

  18. ନିମ୍ନଲିଖିତ ବିଷୟରେ ବିବରଣୀ ଲେଖ: ଫୋନିମ୍ ଓ ଆଲଫୋନ୍ । [2015/12.5m/2c]

  19. ନିମ୍ନଲିଖିତ ବିଷୟରେ ବିସ୍ତୃତ ଆଲୋଚନା କର: ଭାଷାତାତ୍ତ୍ୱିକ ନିୟମ ଅନୁଯାୟୀ ନିମ୍ନଲିଖିତ ଶବ୍ଦଗୁଡ଼ିକର କ୍ରମ-ବିବର୍ତ୍ତିତ ରୂପ ନିର୍ଦ୍ଦେଶ କର:
    ଦେଉଳ, କଳନ୍ତର, ଉଖୁଡ଼ା, ନେଉଳ, ମଙ୍ଗରାଜ [2015/16.7m/4b]

  20. ନିମ୍ନଲିଖିତ ବିଷୟର ଆଲୋଚନାତ୍ମକ ଟିପ୍ପଣୀ ପ୍ରାୟ 150 ଶବ୍ଦରେ ଲେଖ: ଧ୍ୱନି ପ୍ରତିରୂପଣ । [2014/10m/1e]

  21. ନିମ୍ନଲିଖିତ ବିଷୟରେ ବିବରଣୀ ଲେଖ: ମହାପ୍ରାଣ ବର୍ଣ୍ଣ । [2014/12.5m/2a]

  22. ନିମ୍ନଲିଖିତ ବିଷୟରେ ବିବରଣୀ ଲେଖ: ଧ୍ୱନି ପରିବର୍ତ୍ତନର କାରଣ । [2014/12.5m/2b]

  23. ନିମ୍ନଲିଖିତ ବିଷୟରେ ବିବରଣୀ ଲେଖ: ୟ, ର, ଳ, ନ ଧ୍ୱନିର ଭାଷାତାତ୍ତ୍ୱିକ ବିବରଣୀ । [2014/12.5m/2d]

  24. ନିମ୍ନଲିଖିତ ବିଷୟରେ ଆଲୋଚନା କର: ଓଡ଼ିଆ ସଂଘର୍ଷୀ ଧ୍ୱନିର ସଦୃଷ୍ଟାନ୍ତ ଆଲୋଚନା କର । [2014/16.7m/3b]

  25. ନିମ୍ନଲିଖିତ ବିଷୟରେ ଆଲୋଚନାତ୍ମକ ଟିପ୍‌ପଣୀ ପ୍ରଦାନ କର । ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ସୀମିତ ରହିବା ଆବଶ୍ୟକ । ସଘୋଷ ଧ୍ୱନି [2013/10m/1c]

  26. ନିମ୍ନଲିଖିତ ବିଷୟରେ ଆଲୋଚନାତ୍ମକ ଟିପ୍‌ପଣୀ ପ୍ରଦାନ କର । ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ସୀମିତ ରହିବା ଆବଶ୍ୟକ । ସମୀକରଣ [2013/10m/1d]

  27. ନିମ୍ନଲିଖିତ ବିଷୟରେ ଆଲୋଚନାତ୍ମକ ଟିପ୍‌ପଣୀ ପ୍ରଦାନ କର । ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ସୀମିତ ରହିବା ଆବଶ୍ୟକ । ସଂଯୁକ୍ତ ସ୍ୱର [2013/10m/1e]

  28. 200 ଶବ୍ଦ ମଧ୍ୟରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଲେଖ । ସଂଘର୍ଷୀ ଧ୍ୱନି ଓ ସ୍ପର୍ଶ ସଂଘର୍ଷୀ ଧ୍ୱନି ମଧ୍ୟରେ ପ୍ରଭେଦ କ’ଣ? [2013/12.5m/2a]

  29. 200 ଶବ୍ଦ ମଧ୍ୟରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଲେଖ । ଧ୍ୱନିଲୋପ ପ୍ରକ୍ରିୟାରେ ଧ୍ୱନି ପରିବର୍ତ୍ତନର ଭୂମିକା ଆଲୋଚନା କର । [2013/12.5m/2b]

  30. 200 ଶବ୍ଦ ମଧ୍ୟରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଲେଖ । ଗ, ଖ, ନ, ବ ଓ ର ଧ୍ୱନିର ଧୂନିତାତ୍ତ୍ୱିକ ବିବରଣୀ ପ୍ରଦାନ କର । [2013/12.5m/2d]

  31. ପ୍ରତ୍ୟେକ ପ୍ରଶ୍ନର ଉତ୍ତର 250 ଶବ୍ଦ ମଧ୍ୟରେ ଉଲ୍ଲେଖ କର । ‘ମାନସ୍ୱର’ କାହାକୁ କୁହାଯାଏ? – ଓଡ଼ିଆ ସ୍ୱରଧ୍ୱନିଗୁଡ଼ିକୁ ନେଇ ଆଲୋଚନା କର । [2013/25m/3a]

  32. ନିମ୍ନଲିଖିତ ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ । ପ୍ରତ୍ୟେକ ଟିପ୍ପଣୀ 150 ଶବ୍ଦ ମଧ୍ୟରେ ସୀମିତ ରହିବ । ଓଡ଼ିଆ ଶବ୍ଦରେ ସ୍ୱରାଗମ ପ୍ରବୃତ୍ତି [2012/12m/1a]

  33. 250 ଶବ୍ଦ ମଧ୍ୟରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦିଅ: ଧ୍ୱନି କେତେ ପ୍ରକାର? ଧ୍ୱନି ପରିବର୍ତ୍ତନର ବିଭିନ୍ନ କାରଣ ଏକାଧିକ ଉଦାହରଣ ସହିତ ବୁଝାଇ ଲେଖ । [2012/20m/2c]

  34. ପ୍ରାୟ 200 ଶବ୍ଦ ମଧ୍ୟରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଲେଖ: ପଖାଳ, ଦେଢ଼, ଅଣସର, ଓଝା ଏବଂ ପଡ଼ିଆ – ଏହି ଶବ୍ଦଗୁଡ଼ିକର ମୂଳ ଓ କ୍ରମବିବର୍ତ୍ତିତ ରୂପ ଲେଖ । [2012/15m/3a]

  35. ନିମ୍ନଲିଖିତ ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ । (ପ୍ରତ୍ୟେକ ଟିପ୍ପଣୀ 250 ଶବ୍ଦ ମଧ୍ୟରେ ହେବା ଆବଶ୍ୟକ) ଓଡ଼ିଆ ସ୍ୱରଧ୍ୱନି ପରିବର୍ତ୍ତନର ସ୍ୱରୂପ । [2011/20m/1b]

  36. ଓଡ଼ିଆ ସଘୋଷ ଧ୍ୱନିଗୁଡ଼ିକର ଧ୍ୱନିତାତ୍ତ୍ୱିକ ପରିଚୟ ପ୍ରଦାନ କର । [2010/60m/2]

  37. ନିମ୍ନଲିଖିତ ଯେକୌଣସି ତିନିଗୋଟି ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ (ପ୍ରତ୍ୟେକ ଟିପ୍ପଣୀ 200 ଶବ୍ଦ ମଧ୍ୟରେ ହେବା ଆବଶ୍ୟକ): ଓଡ଼ିଆ ସ୍ପର୍ଶବ୍ୟଞ୍ଜନ ଧ୍ୱନିଗୁଡ଼ିକର ଧ୍ୱନିତାତ୍ତ୍ୱିକ ବିଶ୍ଳେଷଣ [2009/20m/1d]

  38. କେଉଁ କାରଣରୁ ଓଡ଼ିଆ ଭାଷାର ପରିବର୍ତ୍ତନ ଘଟିଛି, ଉପଯୁକ୍ତ ଉଦାହରଣ ସହ ଆଲୋଚନା କର । [2009/60m/2]

1.4] ରୂପତତ୍ତ୍ୱ

28 questions

  1. ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦ ମଧରେ ଲେଖ । ଓଡ଼ିଆର ପ୍ରଥମାରୁ ସପ୍ତମୀ ବିଭକ୍ତିର ପ୍ରତ୍ୟୟ ଓ ବୈଶିଷ୍ଟ୍ୟ । [2024/10m/1b]

  2. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ । ରୂପିମର ସଂଜ୍ଞା ସହିତ ଏହାର ପ୍ରକାରଭେଦ ସଦୃଷ୍ଟାନ୍ତ ଦର୍ଶାଅ । [2024/20m/4a]

  3. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦିଅ: କାରକ କ’ଣ? ବିଭିନ୍ନ ପ୍ରକାର କାରକର ପ୍ରୟୋଗବିଧି ଉପରେ ଆଲୋକପାତ କର । [2020/15m/2b]

  4. ନିମ୍ନ ପ୍ରଦତ୍ତ ବିଷୟରେ 150 ଶବ୍ଦ ମଧରେ ଉତ୍ତର ଦିଅ: ସମ୍ବନ୍ଧ କାରକର ବିଭିନ୍ନ ପ୍ରୟୋଗ ଦର୍ଶାଅ । [2019/10m/1a]

  5. ନିମ୍ନ ପ୍ରଦତ୍ତ ବିଷୟରେ 150 ଶବ୍ଦ ମଧରେ ଉତ୍ତର ଦିଅ: ଓଡ଼ିଆ ଉପସର୍ଗ ଓ ତା’ର ଆବଶ୍ୟକତା । [2019/10m/1d]

  6. ନିମ୍ନ ପ୍ରଦତ୍ତ ବିଷୟରେ ପ୍ରତ୍ୟେକଟି 150 ଶବ୍ଦ ମଧରେ ଲେଖିବାକୁ ହେବ: ଓଡ଼ିଆ କୃଦନ୍ତ ପ୍ରତ୍ୟୟ । [2018/10m/1c]

  7. ନିମ୍ନ ପ୍ରଦତ୍ତ ବିଷୟରେ ପ୍ରତ୍ୟେକଟି 150 ଶବ୍ଦ ମଧରେ ଲେଖିବାକୁ ହେବ: ଓଡ଼ିଆ କ୍ରିୟାର ପ୍ରୟୋଗ ବିଧି । [2018/10m/1d]

  8. ନିମ୍ନଲିଖିତ ବିଷୟଗୁଡ଼ିକ ସମ୍ପର୍କରେ ଉତ୍ତର ଦିଅ: ଓଡ଼ିଆ ଭାଷାରେ ସମ୍ମାନସୂଚକ ପଦ । [2018/20m/3c]

  9. ନିମ୍ନଲିଖିତ ବିଷୟଗୁଡ଼ିକ ସମ୍ପର୍କରେ ଉତ୍ତର ଦିଅ: ଓଡ଼ିଆ ସପ୍ତମୀ ବିଭକ୍ତି । [2018/20m/4c]

  10. ନିମ୍ନପ୍ରଦତ୍ତ ବିଷୟରେ ପ୍ରତ୍ୟେକଟି 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ଓଡ଼ିଆ ତୃତୀୟ ବିଭକ୍ତିର ପ୍ରତ୍ୟୟ [2017/10m/1c]

  11. ନିମ୍ନଲିଖିତ ବିଷୟଗୁଡ଼ିକ ସଂପର୍କରେ ଉତ୍ତର ଦିଅ: ଓଡ଼ିଆ ତଦ୍ଧିତ ପ୍ରକରଣର ମୁକ୍ତରୂପିମ୍, ବଦ୍ଧ ରୂପିମ୍ [2017/20m/2c]

  12. ନିମ୍ନଲିଖିତ ବିଷୟଗୁଡ଼ିକ ସଂପର୍କରେ ଉତ୍ତର ଦିଅ: ଓଡ଼ିଆ ବିଭକ୍ତି ଓ କାରକର ସମ୍ବନ୍ଧ ନିରୂପଣ [2017/15m/3a]

  13. ନିମ୍ନଲିଖିତ ବିଷୟରେ ଉତ୍ତର ଦିଅ: ଓଡ଼ିଆ ଭାଷାରେ ବର୍ତ୍ତମାନ କାଳର କ୍ରିୟା ବିଭକ୍ତିର ସ୍ୱରୂପ [2017/20m/4c]

  14. 150 ଶବ୍ଦ ମଧରେ ନିମ୍ନଲିଖିତ ବିଷୟରେ ସଂକ୍ଷିପ୍ତ ଟିପ୍ପଣୀ ଲେଖ: ବୈଦେଶିକ ପୂର୍ବ ଓ ପରସର୍ଗ । [2016/10m/1b]

  15. ସମସ୍ତ ପ୍ରଶ୍ନର ଉତ୍ତର ଦିଅ: ଓଡ଼ିଆ ଭାଷାରେ ପ୍ରଚଳିତ ସମ୍ବୋଧନ ପଦର ବୈଚିତ୍ର୍ୟ । [2016/16.7m/4b]

  16. ସମସ୍ତ ପ୍ରଶ୍ନର ଉତ୍ତର ଦିଅ: କାଳ ଦୃଷ୍ଟିରୁ କ୍ରିୟାର ରୂପ । [2016/16.7m/4c]

  17. ନିମ୍ନଲିଖିତ ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ପ୍ରାୟ 150 ଶବ୍ଦରେ ଲେଖ: ଓଡ଼ିଆ ତଦ୍ଧିତ ପ୍ରତ୍ୟୟ । [2015/10m/1c]

  18. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ପ୍ରଦାନ କର: ଓଡ଼ିଆ କ୍ରିୟାପଦର ବୈଶିଷ୍ଟ୍ୟ ଦର୍ଶାଇ ସେଗୁଡ଼ିକର ବ୍ୟବହାରର ସଦୃଷ୍ଟାନ୍ତ ଆଲୋଚନା କର । [2015/16.7m/3a]

  19. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ପ୍ରଦାନ କର: ଉଦାହରଣ ସ୍ୱରୂପ ଓଡ଼ିଆ ଭାଷାରେ ବ୍ୟବହୃତ ସମ୍ମାନସୂଚକ ସର୍ବନାମର ମୌଳିକତା ସମ୍ପର୍କରେ ଉଲ୍ଲେଖ କର । [2015/16.7m/3c]

  20. ନିମ୍ନଲିଖିତ ବିଷୟର ଆଲୋଚନାତ୍ମକ ଟିପ୍ପଣୀ ପ୍ରାୟ 150 ଶବ୍ଦରେ ଲେଖ: ସଂସ୍କୃତେତର ଓଡ଼ିଆ କୃଦନ୍ତ ପ୍ରତ୍ୟୟ । [2014/10m/1d]

  21. ନିମ୍ନଲିଖିତ ବିଷୟରେ ଆଲୋଚନା କର: ଓଡ଼ିଆ ଭାଷାରେ ପ୍ରଚଳିତ ପ୍ରତିଧ୍ୱନି ଶବ୍ଦଗୁଡ଼ିକର (Echo word) ସ୍ୱରୂପ ବିଶ୍ଳେଷଣ କର । [2014/16.7m/3c]

  22. ନିମ୍ନଲିଖିତ ବିଷୟରେ ଆଲୋଚନାତ୍ମକ ଟିପ୍‌ପଣୀ ପ୍ରଦାନ କର । ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ସୀମିତ ରହିବା ଆବଶ୍ୟକ । ତଦ୍ଧିତ ପ୍ରତ୍ୟୟ [2013/10m/1b]

  23. ନିମ୍ନଲିଖିତ ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ । ପ୍ରତ୍ୟେକ ଟିପ୍ପଣୀ 150 ଶବ୍ଦ ମଧ୍ୟରେ ସୀମିତ ରହିବ । ଓଡ଼ିଆ ସମ୍ମାନସୂଚକ ସର୍ବନାମ [2012/12m/1d]

  24. 250 ଶବ୍ଦ ମଧ୍ୟରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦିଅ: ଓଡ଼ିଆ ‘ମାନେ’ ଶବ୍ଦର ବିଭିନ୍ନ ରୂପ ଦର୍ଶାଅ । [2012/20m/2b]

  25. ପ୍ରାୟ 200 ଶବ୍ଦ ମଧ୍ୟରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଲେଖ: ବର୍ତ୍ତମାନକାଳିକ ବିଭିନ୍ନ ଓଡ଼ିଆ କ୍ରିୟାପଦର ଉଦାହରଣ ଦିଅ । [2012/15m/3b]

  26. ନିମ୍ନଲିଖିତ ଯେ କୌଣସି ତିନିଗୋଟି ସଂପର୍କରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ । (ପ୍ରତ୍ୟେକ ଟିପ୍ପଣୀ 200 ଶବ୍ଦ ମଧ୍ୟରେ ହେବା ଆବଶ୍ୟକ) ବାକ୍ୟ ଗଠନରେ ଓଡ଼ିଆ କାରକଗୁଡ଼ିକର ପ୍ରୟୋଗବିଧି । [2010/20m/1c]

  27. ନିମ୍ନଲିଖିତ ଯେକୌଣସି ତିନିଗୋଟି ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ (ପ୍ରତ୍ୟେକ ଟିପ୍ପଣୀ 200 ଶବ୍ଦ ମଧ୍ୟରେ ହେବା ଆବଶ୍ୟକ): ଓଡ଼ିଆ ବିଭକ୍ତିଗୁଡ଼ିକର ପ୍ରୟୋଗ ବିଧି [2009/20m/1c]

  28. ବିଭିନ୍ନ ପଦ ଗଠନରେ ସଂଯୁକ୍ତ ଓଡ଼ିଆ ପ୍ରତ୍ୟୟଗୁଡ଼ିକର ବିଶ୍ଳେଷଣ କର । [2009/60m/3]

1.5] ବାକ୍ୟତତ୍ତ୍ୱ

17 questions

  1. ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦ ମଧରେ ଲେଖ । ବାକ୍ୟର ସଂଜ୍ଞା ଓ ପ୍ରକାର ଭେଦ । [2024/10m/1d]

  2. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ । ସଦୃଷ୍ଟାନ୍ତ ବାକ୍ୟର ରୂପାନ୍ତରଣ ଦର୍ଶାଅ । [2024/20m/3a]

  3. ପ୍ରତ୍ୟେକ ପ୍ରଶ୍ନକୁ 150 ଶବ୍ଦ ମଧରେ ଆଲୋଚନା କର: ‘ପ୍ରତ୍ୟକ୍ଷ ଉକ୍ତି’ ଓ ‘ପରୋକ୍ଷ ଉକ୍ତି’ର ପ୍ରଭେଦ ଦର୍ଶାଅ । [2020/10m/1c]

  4. ନିମ୍ନ ପ୍ରଦତ୍ତ ପ୍ରଶ୍ନ ଉପରେ ଆଲୋଚନା କର: ‘ଯୋଗାତ୍ମକ’ ଓ ‘ଅଯୋଗାତ୍ମକ’ ବାକ୍ୟ ମଧରେ ପାର୍ଥକ୍ୟ । [2020/15m/4b]

  5. ନିମ୍ନ ପ୍ରଦତ୍ତ ବିଷୟରେ 150 ଶବ୍ଦ ମଧରେ ଉତ୍ତର ଦିଅ: ଓଡ଼ିଆ ଯୌଗିକ ଓ ଜଟିଳ ବାକ୍ୟ ମଧରେ ପ୍ରଭେଦ । [2019/10m/1c]

  6. ନିମ୍ନଲିଖିତ ବିଷୟଗୁଡ଼ିକ ସମ୍ପର୍କରେ ଉତ୍ତର ଦିଅ: ବିଶୁଦ୍ଧ ବାକ୍ୟର ଲକ୍ଷଣ । [2018/20m/2c]

  7. ନିମ୍ନପ୍ରଦତ୍ତ ବିଷୟରେ ପ୍ରତ୍ୟେକଟି 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ଓଡ଼ିଆ ଯୌଗିକ ବାକ୍ୟର ଗଠନ ବିଧି [2017/10m/1d]

  8. 150 ଶବ୍ଦ ମଧରେ ନିମ୍ନଲିଖିତ ବିଷୟରେ ସଂକ୍ଷିପ୍ତ ଟିପ୍ପଣୀ ଲେଖ: ଓଡ଼ିଆ ବାକ୍ୟଗଠନର ବିବିଧ ରୂପ । [2016/10m/1d]

  9. ସମସ୍ତ ପ୍ରସଙ୍ଗ ଆଲୋଚନା କର: ଜଟିଳ ବାକ୍ୟର ସରଳୀକରଣ ପ୍ରକ୍ରିୟା । [2016/16.7m/2c]

  10. ନିମ୍ନଲିଖିତ ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ପ୍ରାୟ 150 ଶବ୍ଦରେ ଲେଖ: ବାକ୍ୟର ପ୍ରକାର ଭେଦ । [2015/10m/1d]

  11. ନିମ୍ନଲିଖିତ ବିଷୟରେ ବିସ୍ତୃତ ଆଲୋଚନା କର: ଓଡ଼ିଆ ବାକ୍ୟଗଠନ ରୀତିର ସଦୃଷ୍ଟାନ୍ତ ଆଲୋଚନା କର । [2015/16.7m/4c]

  12. ନିମ୍ନଲିଖିତ ବିଷୟରେ ବିବରଣୀ ଲେଖ: ଓଡ଼ିଆ ବାକ୍ୟ ସଂରଚନାର ବିଭିନ୍ନ ରୂପ । [2014/12.5m/2c]

  13. 200 ଶବ୍ଦ ମଧ୍ୟରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଲେଖ । ଉଦାହରଣ ସହ ଜଟିଳ ଓ ଯୌଗିକ ବାକ୍ୟ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ । [2013/12.5m/2c]

  14. ପ୍ରାୟ 200 ଶବ୍ଦ ମଧ୍ୟରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଲେଖ: ପୁରୀ ଏକ ପବିତ୍ର ତୀର୍ଥସ୍ଥଳ । ଏହା ଶ୍ରୀକ୍ଷେତ୍ର ରୂପେ ପରିଚିତ । ଏଠାରେ ଏକ ବିଶାଳ ବିଷ୍ଣୁ ମନ୍ଦିର ଅବସ୍ଥିତ । ମନ୍ଦିରର ଗର୍ଭଗୃହ ମଧ୍ୟରେ ରତ୍ନସିଂହାସନ ପ୍ରତିଷ୍ଠିତ । ତା’ରି ଉପରେ ଭଗବାନଙ୍କ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ ।
    – ବାକ୍ୟଗୁଡ଼ିକୁ ଗୋଟିଏ ଜଟିଳ ବାକ୍ୟରେ ପ୍ରକାଶ କର । [2012/15m/3c]

  15. ପ୍ରାୟ 200 ଶବ୍ଦ ମଧ୍ୟରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଲେଖ: କ୍ରିୟାହୀନ ବାକ୍ୟର ପାଞ୍ଚଟି ଉଦାହରଣ ଦିଅ । [2012/15m/3d]

  16. ଓଡ଼ିଆ ବାକ୍ୟବିନ୍ୟାସ ରୀତିର ବୈଚିତ୍ର୍ୟ ଓ ବୈଶିଷ୍ଟ୍ୟ ପ୍ରଦର୍ଶନ କର । [2011/0m/4a]

  17. ନିମ୍ନଲିଖିତ ଯେ କୌଣସି ତିନିଗୋଟି ସଂପର୍କରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ । (ପ୍ରତ୍ୟେକ ଟିପ୍ପଣୀ 200 ଶବ୍ଦ ମଧ୍ୟରେ ହେବା ଆବଶ୍ୟକ) ଓଡ଼ିଆ ବାକ୍ୟର ଲକ୍ଷଣ ଓ ରୂପାନ୍ତରଣ (TRANSFORMATION) । [2010/20m/1d]

1.6] ଅର୍ଥତତ୍ତ୍ୱ

12 questions

  1. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦିଅ । ସୁଭାଷଣର ସଂଜ୍ଞା ଓ ସ୍ୱରୂପ । [2024/15m/2c]

  2. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ । ଅର୍ଥ ବିଜ୍ଞାନର ଉପଯୋଗିତା । [2024/15m/4b]

  3. ପ୍ରତ୍ୟେକ ପ୍ରଶ୍ନକୁ 150 ଶବ୍ଦ ମଧରେ ଆଲୋଚନା କର: ଧ୍ୱନ୍ୟାତ୍ମକ ଶବ୍ଦର ଅର୍ଥଦୃଷ୍ଟିରୁ କିପରି ବିଭାଗୀକରଣ କରାଯାଇଥାଏ? [2020/10m/1b]

  4. ପ୍ରତ୍ୟେକ ପ୍ରଶ୍ନକୁ 150 ଶବ୍ଦ ମଧରେ ଆଲୋଚନା କର: ବ୍ୟୁତ୍ପତ୍ତିଗତ ଅର୍ଥ କହିଲେ କ’ଣ ବୁଝାଏ? [2020/10m/1d]

  5. ନିମ୍ନଲିଖିତ ବିଷୟ ଉପରେ ଆଲୋଚନା କର: ସୁଭାଷଣ ଓ ତାର ଧର୍ମ । [2019/15m/3b]

  6. ନିମ୍ନ ପ୍ରଦତ୍ତ ବିଷୟରେ ପ୍ରତ୍ୟେକଟି 150 ଶବ୍ଦ ମଧରେ ଲେଖିବାକୁ ହେବ: ଅର୍ଥ ପରିବର୍ତ୍ତନର ପାଞ୍ଚଗୋଟି କାରଣ । [2018/10m/1e]

  7. ନିମ୍ନପ୍ରଦତ୍ତ ବିଷୟରେ ପ୍ରତ୍ୟେକଟି 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ଓଡ଼ିଆ ଭାଷାରେ ସୁଭାଷଣ [2017/10m/1e]

  8. ସମସ୍ତ ପ୍ରଶ୍ନର ଉତ୍ତର ଦିଅ: ଆଞ୍ଚଳିକ ଭେଦରେ ଶବ୍ଦର ଅର୍ଥ ସଂପ୍ରସାରଣ, ସଂକୋଚନ ଓ ପରିବର୍ତ୍ତନ । [2016/16.7m/4a]

  9. ନିମ୍ନଲିଖିତ ବିଷୟରେ ବିବରଣୀ ଲେଖ: ଅର୍ଥ ପରିବର୍ତ୍ତନର କାରଣ । [2015/12.5m/2b]

  10. ନିମ୍ନଲିଖିତ ବିଷୟରେ ବିସ୍ତୃତ ଆଲୋଚନା କର: ଓଡ଼ିଆ ଭାଷାରେ ସୁଭାଷଣର ସ୍ଥାନ ନିରୂପଣ କରି ତା’ର ବୈଶିଷ୍ଟ୍ୟ ଓ ବିବିଧତା ସମ୍ପର୍କରେ ଆଲୋଚନା କର । [2015/16.7m/4a]

  11. ନିମ୍ନଲିଖିତ ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ । (ପ୍ରତ୍ୟେକ ଟିପ୍ପଣୀ 250 ଶବ୍ଦ ମଧ୍ୟରେ ହେବା ଆବଶ୍ୟକ) ଅର୍ଥତତ୍ତ୍ୱ ଦୃଷ୍ଟିରୁ ସୁଭାଷଣ (Euphemism)ର ସ୍ୱରୂପ ଓ ପ୍ରକାରଭେଦ । [2011/20m/1c]

  12. କେଉଁ କେଉଁ କାରଣ ଯୋଗୁଁ ଓଡ଼ିଆ ଭାଷାରେ ଅର୍ଥ ପରିବର୍ତ୍ତନ ଘଟିଥାଏ – ଉଦାହରଣସହ ଆଲୋଚନା କର । [2010/60m/4]

1.7] ବନାନ, ବ୍ୟାକରଣ ଓ ବାକ୍ୟ ଗଠନରେ ସାଧାରଣ ତ୍ରୁଟି

11 questions

  1. ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦ ମଧରେ ଲେଖ । ନିମ୍ନୋକ୍ତ ଶବ୍ଦଗୁଡ଼ିକରେ ବର୍ଣ୍ଣାଶୁଦ୍ଧି ଥିଲେ ସଂଶୋଧନ କରି ଲେଖ ।
    (କ) ଦାଶରଥୀ (ଚ) ଅନସୂୟା
    (ଖ) ସମିଚୀନ (ଛ) ଆଧିକ୍ୟତା
    (ଗ) ଶୀରିଷ (ଜ) ଭୌଗଳିକ
    (ଘ) ତୃଟି (ଝ) ମୁମୂର୍ଷୁ
    (ଙ) ସନ୍ୟାସ (ଞ) ନିଳାଦ୍ରି [2024/10m/1e]

  2. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ । ଭାଷାଶିକ୍ଷା ପରମ୍ପରାରେ ବନାନଗତ ଶୁଦ୍ଧତା ପାଇଁ ବ୍ୟାକରଣର ଆବଶ୍ୟକତା । [2024/15m/3c]

  3. ପ୍ରତ୍ୟେକ ପ୍ରଶ୍ନକୁ 150 ଶବ୍ଦ ମଧରେ ଆଲୋଚନା କର: ସନ୍ଧିଗତ ଓ ସମାସଗତ ଅଶୁଦ୍ଧିର ଉଦାହରଣ ପ୍ରଦାନ କର । [2020/10m/1e]

  4. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ପ୍ରଦାନ କର: ଓଡ଼ିଆ ଭାଷାରେ ଦେଖାଯାଉଥିବା ଶବ୍ଦ ଲିଖନଗତ ଅଶୁଦ୍ଧିର ଆଲୋଚନା କର । [2019/15m/2a]

  5. ନିମ୍ନଲିଖିତ ବିଷୟଗୁଡ଼ିକ ସମ୍ପର୍କରେ ଉତ୍ତର ଦିଅ: ଓଡ଼ିଆ ଭାଷାରେ ବନାନ ବିଭ୍ରାଟ । [2018/15m/2a]

  6. ନିମ୍ନଲିଖିତ ବିଷୟରେ ଉତ୍ତର ଦିଅ: ଓଡ଼ିଆ ଭାଷାର ବନାନ ବିଭ୍ରାଟ ଓ ବ୍ୟାକରଣଗତ ଅଶୁଦ୍ଧିର ସ୍ୱରୂପ [2017/15m/4b]

  7. ନିମ୍ନଲିଖିତ ବିଷୟଗୁଡ଼ିକ ସଂପର୍କରେ ଆଲୋଚନା କର: ଭାଷାଶୁଦ୍ଧି ପାଇଁ ସମ୍ବାଦପତ୍ର ଓ ଦୂରଦର୍ଶନର ଭୂମିକା । [2016/16.7m/3c]

  8. ନିମ୍ନଲିଖିତ ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ପ୍ରାୟ 150 ଶବ୍ଦରେ ଲେଖ: ଓଡ଼ିଆ ଭାଷାରେ ବନାନ ବିଭ୍ରାଟ ଓ ତା’ର କାରଣ । [2015/10m/1e]

  9. ନିମ୍ନଲିଖିତ ବିଷୟର ଆଲୋଚନାତ୍ମକ ଟିପ୍ପଣୀ ପ୍ରାୟ 150 ଶବ୍ଦରେ ଲେଖ: ବର୍ଣ୍ଣାଶୁଦ୍ଧିର ବିଭିନ୍ନ କାରଣ । [2014/10m/1b]

  10. ନିମ୍ନଲିଖିତ ବିଷୟର ଆଲୋଚନାତ୍ମକ ଟିପ୍ପଣୀ ପ୍ରାୟ 150 ଶବ୍ଦରେ ଲେଖ: ସଂଯୁକ୍ତ ବ୍ୟଞ୍ଜନ ବର୍ଣ୍ଣର ବିଭିନ୍ନ ଲିଖିତ ରୂପ । [2014/10m/1c]

  11. ପ୍ରାୟ 300 ଶବ୍ଦ ମଧ୍ୟରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦିଅ: ଓଡ଼ିଆ ଭାଷାରେ ହେଉଥିବା ବର୍ଣ୍ଣାଶୁଦ୍ଧିର କାରଣ ଉଦାହରଣ ସହିତ ଦର୍ଶାଅ ଓ ଏହାର ନିରାକରଣର ବିଭିନ୍ନ ମାର୍ଗ ସଂପର୍କରେ ଆଲୋଚନା କର । [2012/30m/4b]

1.8] ଆଞ୍ଚଳିକ ଭାଷା ଓ ଉପଭାଷା

20 questions

  1. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦିଅ । ଆଞ୍ଚଳିକ ଭାଷାଗତ ପାର୍ଥକ୍ୟ କହିଲେ କ’ଣ ବୁଝାଏ? [2024/15m/2b]

  2. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ । ଉତ୍ତରାଞ୍ଚଳୀୟ ଓଡ଼ିଆ ଭାଷାର ବୈଶିଷ୍ଟ୍ୟ । [2024/15m/4c]

  3. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ପ୍ରଦାନ କର: ଉତ୍ତରାଞ୍ଚଳୀୟ ଓଡ଼ିଆ ଭାଷାର ଭାଷାତାତ୍ତ୍ୱିକ ଆଲୋଚନା କର । [2020/20m/3a]

  4. ନିମ୍ନ ପ୍ରଦତ୍ତ ବିଷୟରେ 150 ଶବ୍ଦ ମଧରେ ଉତ୍ତର ଦିଅ: ପଶ୍ଚିମାଞ୍ଚଳୀୟ ଓଡ଼ିଆ ଭାଷାର ସ୍ୱାତନ୍ତ୍ର୍ୟ । [2019/10m/1e]

  5. ନିମ୍ନ ପ୍ରଦତ୍ତ ବିଷୟ ଉପରେ ଆଲୋଚନା କର: ଓଡ଼ିଆ ଭାଷାର ବିଭିନ୍ନ ଉପଭାଷାର ଭାଷାତାତ୍ତ୍ୱିକ ଆଲୋଚନା । [2019/20m/4c]

  6. ନିମ୍ନଲିଖିତ ବିଷୟଗୁଡ଼ିକ ସମ୍ପର୍କରେ ଉତ୍ତର ଦିଅ: ଦକ୍ଷିଣାଞ୍ଚଳୀୟ ଓଡ଼ିଆ ଭାଷା । [2018/15m/3a]

  7. ନିମ୍ନଲିଖିତ ବିଷୟଗୁଡ଼ିକ ସମ୍ପର୍କରେ ଉତ୍ତର ଦିଅ: ଦେଶିଆ ଉପଭାଷାର ବୈଶିଷ୍ଟ୍ୟ । [2018/15m/4b]

  8. ନିମ୍ନଲିଖିତ ବିଷୟରେ ଉତ୍ତର ଦିଅ: ଓଡ଼ିଆ ଭାଷାର ଉପଭାଷା ଓ ଆଂଚଳିକ ବୈଷମ୍ୟ [2017/15m/4a]

  9. 150 ଶବ୍ଦ ମଧରେ ନିମ୍ନଲିଖିତ ବିଷୟରେ ସଂକ୍ଷିପ୍ତ ଟିପ୍ପଣୀ ଲେଖ: ଉତ୍ତର ଓଡ଼ିଶାର ଓଡ଼ିଆ ଭାଷା । [2016/10m/1e]

  10. ନିମ୍ନଲିଖିତ ବିଷୟଗୁଡ଼ିକ ସଂପର୍କରେ ଆଲୋଚନା କର: ଉପଭାଷାତତ୍ତ୍ୱ ଓ ଓଡ଼ିଆ ଭାଷାର ଉପଭାଷା । [2016/16.7m/3a]

  11. ନିମ୍ନଲିଖିତ ବିଷୟରେ ବିବରଣୀ ଲେଖ: ଦକ୍ଷିଣାଞ୍ଚଳୀୟ ଓଡ଼ିଆ ଭାଷା । [2015/12.5m/2d]

  12. ନିମ୍ନଲିଖିତ ବିଷୟରେ ଆଲୋଚନା କର: ଦେଶିଆ ଉପଭାଷାର ବିଶେଷତ୍ୱ ଦର୍ଶାଅ । [2014/16.7m/4b]

  13. ପ୍ରତ୍ୟେକ ପ୍ରଶ୍ନର ଉତ୍ତର 300 ଶବ୍ଦ ମଧ୍ୟରେ ଉଲ୍ଲେଖ କର । ପଶ୍ଚିମାଞ୍ଚଳୀୟ ଓଡ଼ିଆ ଭାଷାର ବିଶେଷତ୍ୱ ଦର୍ଶାଅ । [2013/25m/4b]

  14. ନିମ୍ନଲିଖିତ ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ । ପ୍ରତ୍ୟେକ ଟିପ୍ପଣୀ 150 ଶବ୍ଦ ମଧ୍ୟରେ ସୀମିତ ରହିବ । ଉପଭାଷା [2012/12m/1e]

  15. ପଶ୍ଚିମାଞ୍ଚଳୀୟ ଓଡ଼ିଆ ଭାଷାର ସ୍ୱରୂପ ଦର୍ଶାଅ । [2011/0m/2a]

  16. ଓଡ଼ିଆ ଭାଷାର ଉପଭାଷା ସମ୍ପର୍କରେ ଭାଷାତାତ୍ତ୍ୱିକ ଆଲୋଚନା କର । [2011/60m/2b]

  17. ସଦୃଷ୍ଟାନ୍ତ ଭାଷା ଓ ଉପଭାଷାର ଅନୁଶୀଳନ କର । [2011/0m/3a]

  18. ‘ଭତ୍ରୀ’ ଓ ‘ଦେଶିଆ’ ଭାଷାର ସ୍ୱରୂପ ଉଦାହରଣସହ ଉଲ୍ଲେଖ କର । [2011/60m/3b]

  19. ଭାଷାତତ୍ତ୍ୱ ଦୃଷ୍ଟିରୁ ମାନକ (ଷ୍ଟାଣ୍ଡାର୍ଡ୍) ଓଡ଼ିଆ ଭାଷା ଓ ଉତ୍ତରାଞ୍ଚଳୀୟ କଥିତ ଓଡ଼ିଆ ଭାଷା ମଧ୍ୟରେ ତୁଳନାତ୍ମକ ବିଶ୍ଳେଷଣ କର । [2010/60m/3]

  20. ଉପଭାଷା ଭାବରେ ‘ଦେଶିଆ’ର ସ୍ୱରୂପ ଓ ବୈଶିଷ୍ଟ୍ୟ ଉଲ୍ଲେଖ କର । [2009/60m/4]

Cover of the UPSC Mains Topic-wise and Year-wise PYQs book (2013–2026)

From the Optional Province team

Strengthen your GS papers

Our UPSC Mains Topic-wise & Year-wise PYQ Book (2013–2026) maps every GS question to the syllabus, so you know what UPSC asks and how often. Now available as a hard copy and an eBook.

Buy Hard Copy on AmazonBuy eBook (PDF)

Download a free sample

Spotted an error? Tell us.

We classify every PYQ with care, but mistakes can slip in. If a question is in the wrong topic, has a typo, the wrong year, or is missing, let us know. We review every report and update the page.

Report an Error

Next: ଓଡ଼ିଆ ସାହିତ୍ୟର ଇତିହାସ »

Back to: Odia Literature Optional PYQs – Topic-wise

Last updated: 2 November 2026