Here are all 163 questions on ଓଡ଼ିଆ ସାହିତ୍ୟର ଇତିହାସ asked in UPSC Odia Literature Optional Paper I (2009–2024), arranged under the 12 topics of this unit. Within each topic the latest questions come first.
Each question ends with a code such as [2024/15m/3b] – the year, the marks, the word limit (where UPSC set one) and the question number in the paper.

2.1] ବିଭିନ୍ନ ଯୁଗର ଓଡ଼ିଆ ସାହିତ୍ୟର ଐତିହାସିକ ପୃଷ୍ଠଭୂମି
28 questions
ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦ ମଧରେ ଲେଖ । ମଧଯୁଗୀୟ ଓଡ଼ିଆ ସାହିତ୍ୟର ସାମାଜିକ ପୃଷ୍ଠଭୂମି । [2024/10m/5b]
ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ । ଉନବିଂଶ ଶତାବ୍ଦୀ ଓଡ଼ିଆ ସାହିତ୍ୟରେ ସାଂସ୍କୃତିକ ଜାଗରଣ । [2024/15m/6c]
ନିମ୍ନ ପ୍ରଦତ୍ତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦ ମଧରେ ଦିଅ: ମାଦଳାପାଞ୍ଜିର ଐତିହାସିକ ମୂଲ୍ୟ [2020/10m/5a]
ନିମ୍ନ ପ୍ରଦତ୍ତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦ ମଧରେ ଦିଅ: ବ୍ରାହ୍ମଧର୍ମର ସାମାଜିକ ପ୍ରେକ୍ଷାପଟ [2020/10m/5e]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଦାନ କର: ଆଧୁନିକ ଓଡ଼ିଆ ସାହିତ୍ୟର ବିକାଶରେ ନବଜାଗରଣର ଭୂମିକା ଉପରେ ଆଲୋକପାତ କର । [2020/15m/7c]
ନିମ୍ନ ପ୍ରଦତ୍ତ ବିଷୟରେ 150 ଶବ୍ଦ ମଧରେ ଆଲୋଚନା କର: ଓଡ଼ିଆ ପ୍ରାକ୍ସାରଳା ସାହିତ୍ୟ । [2019/10m/5a]
ନିମ୍ନଲିଖିତ ବିଷୟ ଉପରେ ଆଲୋକପାତ କର: ମାଦଳାପାଞ୍ଜିରେ ପ୍ରତିଫଳିତ ଐତିହାସିକ ଉପାଦାନ । [2019/15m/6a]
ନିମ୍ନଲିଖିତ ବିଷୟ ଉପରେ ଆଲୋକପାତ କର: ‘ସାରଳା ମହାଭାରତ’ ରଚନାର ସାଂସ୍କୃତିକ ପୃଷ୍ଠଭୂମି । [2019/20m/6c]
ନିମ୍ନ ପ୍ରଦତ୍ତ ବିଷୟରେ ପ୍ରତ୍ୟେକଟି 150 ଶବ୍ଦ ମଧରେ ଲେଖିବାକୁ ହେବ: ଆଧୁନିକ ଓଡ଼ିଆ ସାହିତ୍ୟର ଉନ୍ମେଷକାଳର ସାମାଜିକ ପୃଷ୍ଠଭୂମି । [2018/10m/5a]
ନିମ୍ନ ପ୍ରଦତ୍ତ ବିଷୟରେ ପ୍ରତ୍ୟେକଟି 150 ଶବ୍ଦ ମଧରେ ଲେଖିବାକୁ ହେବ: ସାରଳା ସାହିତ୍ୟର ଐତିହାସିକ ପୃଷ୍ଠଭୂମି । [2018/10m/5b]
ନିମ୍ନଲିଖିତ ବିଷୟଗୁଡ଼ିକ ସମ୍ପର୍କରେ ଉତ୍ତର ଦିଅ: ଓଡ଼ିଆ ସନ୍ଥ ସାହିତ୍ୟର ସାଂସ୍କୃତିକ ପୃଷ୍ଠଭୂମି । [2018/15m/7b]
ନିମ୍ନପ୍ରଦତ୍ତ ବିଷୟରେ ପ୍ରତ୍ୟେକଟି 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ପ୍ରାକ୍ ସାରଳା ସାହିତ୍ୟର ପୃଷ୍ଠଭୂମି [2017/10m/5a]
ନିମ୍ନପ୍ରଦତ୍ତ ବିଷୟରେ ପ୍ରତ୍ୟେକଟି 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ସାରଳା ସାହିତ୍ୟର ସାଂସ୍କୃତିକ ପୃଷ୍ଠଭୂମି [2017/10m/5b]
ନିମ୍ନପ୍ରଦତ୍ତ ବିଷୟରେ ପ୍ରତ୍ୟେକଟି 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ପଞ୍ଚସଖା ସାହିତ୍ୟର ରାଜନୈତିକ ପୃଷ୍ଠଭୂମି [2017/10m/5c]
ନିମ୍ନପ୍ରଦତ୍ତ ବିଷୟରେ ପ୍ରତ୍ୟେକଟି 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ଓଡ଼ିଆ ଗଦ୍ୟ ସାହିତ୍ୟର ବିକାଶରେ ପତ୍ର-ପତ୍ରିକାର ପ୍ରଭାବ [2017/10m/5e]
ପ୍ରାୟ 150 ଶବ୍ଦରେ ସମସ୍ତ ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ: ଆଧୁନିକ ଓଡ଼ିଆ ଗଦ୍ୟର ବିକାଶରେ ମିଶନାରୀମାନଙ୍କ ଭୂମିକା । [2016/10m/5a]
ପ୍ରାୟ 150 ଶବ୍ଦରେ ସମସ୍ତ ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ: ସାରଳା ସାହିତ୍ୟର ରାଜନୈତିକ ପୃଷ୍ଠଭୂମି । [2016/10m/5e]
ନିମ୍ନଲିଖିତ ବିଷୟରେ ଆଲୋଚନା କର: ସବୁଜଗୋଷ୍ଠୀଙ୍କ ରଚନାର ପୃଷ୍ଠଭୂମି । [2016/16.7m/6b]
ସମସ୍ତ ବିଷୟରେ ଆଲୋଚନା କର: ପଞ୍ଚସଖାକାଳୀନ ଓଡ଼ିଶାର ସାଂସ୍କୃତିକ ପୃଷ୍ଠଭୂମି । [2016/16.7m/7a]
ନିମ୍ନଲିଖିତ ବିଷୟଗୁଡ଼ିକର ଆଲୋଚନାତ୍ମକ ଟିପ୍ପଣୀ ପ୍ରାୟ 150 ଶବ୍ଦ ମଧ୍ୟରେ ଲେଖ: ଓଡ଼ିଆ ସାହିତ୍ୟର ସାଂସ୍କୃତିକ ଭିତ୍ତି । [2015/10m/5a]
ନିମ୍ନଲିଖିତ ବିଷୟରେ ସମାଲୋଚନାତ୍ମକ ଟିପ୍ପଣୀ ପ୍ରଦାନ କର: ସାରଳାଦାସଙ୍କ ରଚନାରୁ ତତ୍କାଳୀନ ଓଡ଼ିଶାର ସାମାଜିକ ଭିତ୍ତିଭୂମିର ଆକଳନ କରାଯାଇପାରେ – କିପରି? [2015/16.7m/8a]
ନିମ୍ନଲିଖିତ ବିଷୟଗୁଡ଼ିକର ଆଲୋଚନାତ୍ମକ ଟିପ୍ପଣୀ ପ୍ରାୟ 150 ଶବ୍ଦରେ ଲେଖ: ପଞ୍ଚସଖାଙ୍କ ସାହିତ୍ୟର ଧାର୍ମିକ ପୃଷ୍ଠଭୂମି । [2014/10m/5c]
ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର 200 ଶବ୍ଦ ମଧ୍ୟରେ ଉଲ୍ଲେଖ କର । ଓଡ଼ିଆ ସାହିତ୍ୟର ଇତିହାସରେ ଯୁଗବିଭାଗ । [2013/12.5m/6d]
250 ଶବ୍ଦ ମଧ୍ୟରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଲେଖ: ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ ରାଜ ଅନୁଗ୍ରହର ସ୍ୱର କିପରି ଅନୁରଣିତ, ଆଲୋଚନା କର । [2012/20m/6a]
250 ଶବ୍ଦ ମଧ୍ୟରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଲେଖ: ଆଧୁନିକ ଓଡ଼ିଆ ସାହିତ୍ୟର ବିକାଶରେ ମିଶନାରୀମାନଙ୍କ ଭୂମିକା ବିଶ୍ଳେଷଣ କର । [2012/20m/6c]
ମଧ୍ୟଯୁଗୀୟ ଆଳଂକାରିକ କାବ୍ୟକବିତାର ପୃଷ୍ଠଭୂମି ନିରୂପଣ କର । [2011/60m/6b]
ନିମ୍ନଲିଖିତ ଯେ କୌଣସି ତିନିଗୋଟି ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ । (ପ୍ରତ୍ୟେକ ଟିପ୍ପଣୀ 200 ଶବ୍ଦ ମଧ୍ୟରେ ହେବା ଆବଶ୍ୟକ) ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ସାମାଜିକ ଓ ସାଂସ୍କୃତିକ ପୃଷ୍ଠଭୂମି । [2010/20m/5a]
ନିମ୍ନଲିଖିତ ଯେକୌଣସି ତିନିଗୋଟି ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ (ପ୍ରତ୍ୟେକ ଟିପ୍ପଣୀ 200 ଶବ୍ଦ ମଧ୍ୟରେ ହେବା ଆବଶ୍ୟକ): ଷୋଡ଼ଶ ଶତାବ୍ଦୀ ଓଡ଼ିଆ ସାହିତ୍ୟର ରାଜନୀତିକ ପୃଷ୍ଠଭୂମି [2009/20m/5a]
2.2] ପ୍ରାଚୀନ ମହାକାବ୍ୟ ଓ ପୁରାଣ
17 questions
ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦ ମଧରେ ଲେଖ । ସାରଳା ମହାଭାରତର ମୌଳିକତା । [2024/10m/5a]
ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ । ଓଡ଼ିଆ ମହାକାବ୍ୟର ବୈଶିଷ୍ଟ୍ୟ । [2024/15m/8b]
ନିମ୍ନ ପ୍ରଦତ୍ତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦ ମଧରେ ଦିଅ: ଅଚ୍ୟୁତାନନ୍ଦଙ୍କ ମାଳିକାରେ ସାମାଜିକ ମୂଲ୍ୟବୋଧ [2020/10m/5b]
ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଦାନ କର: ସାଂପ୍ରତିକ ଜୀବନରେ ଓଡ଼ିଆ ଭାଗବତର ମହତ୍ତ୍ୱ ଉଲ୍ଲେଖ କର । [2020/20m/6a]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଦାନ କର: ପଞ୍ଚସଖା ସାହିତ୍ୟରୁ ପିଣ୍ଡବ୍ରହ୍ମାଣ୍ଡ ତତ୍ତ୍ୱର ମହତ୍ତ୍ୱ ଉଲ୍ଲେଖ କର । [2020/15m/7b]
ନିମ୍ନଲିଖିତ ବିଷୟରେ ଆଲୋଚନା କର: ପଞ୍ଚସଖା ସାହିତ୍ୟରେ ଧାର୍ମିକ ଚେତନା । [2019/15m/7a]
ନିମ୍ନଲିଖିତ ବିଷୟଗୁଡ଼ିକ ସମ୍ପର୍କରେ ଉତ୍ତର ଦିଅ: ଓଡ଼ିଆ ରାମଭକ୍ତିମୂଳକ କାବ୍ୟ । [2018/15m/6a]
ନିମ୍ନଲିଖିତ ବିଷୟଗୁଡ଼ିକ ସଂପର୍କରେ ଉତ୍ତର ଲେଖ: ପ୍ରାଚୀନ ଓଡ଼ିଆ ମହାକାବ୍ୟର ସ୍ୱରୂପ [2017/15m/6a]
ନିମ୍ନଲିଖିତ ବିଷୟରେ ଆଲୋଚନା କର: ପ୍ରାଚୀନ ଓଡ଼ିଆ ମହାକାବ୍ୟ । [2016/16.7m/6a]
ନିମ୍ନଲିଖିତ ବିଷୟଗୁଡ଼ିକର ଆଲୋଚନାତ୍ମକ ଟିପ୍ପଣୀ ପ୍ରାୟ 150 ଶବ୍ଦ ମଧ୍ୟରେ ଲେଖ: ପ୍ରାଚୀନ ଓଡ଼ିଆ ସାହିତ୍ୟର ବୈଶିଷ୍ଟ୍ୟ । [2015/10m/5e]
ନିମ୍ନଲିଖିତ ବିଷୟଗୁଡ଼ିକର ଆଲୋଚନାତ୍ମକ ଟିପ୍ପଣୀ ପ୍ରାୟ 150 ଶବ୍ଦରେ ଲେଖ: ସାରଳା ମହାଭାରତରେ ଶ୍ରୀଜଗନ୍ନାଥ । [2014/10m/5b]
ନିମ୍ନଲିଖିତ ବିଷୟରେ ବିବରଣୀ ଲେଖ: ଓଡ଼ିଆ ପୁରାଣ କାବ୍ୟ । [2014/12.5m/6a]
ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର 200 ଶବ୍ଦ ମଧ୍ୟରେ ଉଲ୍ଲେଖ କର । ଓଡ଼ିଆ ପୁରାଣ ସାହିତ୍ୟର ବିକାଶ ଦର୍ଶାଅ । [2013/12.5m/6a]
ନିମ୍ନଲିଖିତ ବିଷୟଗୁଡ଼ିକ ସମ୍ପର୍କରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ । ପ୍ରତ୍ୟେକଟି ଟିପ୍ପଣୀ 150 ଶବ୍ଦ ମଧ୍ୟରେ ସୀମିତ ରହିବା ଆବଶ୍ୟକ । ଓଡ଼ିଆ ପୁରାଣରେ ସାରଳା ଦାସଙ୍କ ପ୍ରଭାବ [2012/12m/5b]
ପ୍ରତ୍ୟେକ ବିଷୟ ସମ୍ପର୍କରେ 200 ଶବ୍ଦ ମଧ୍ୟରେ ସଂକ୍ଷିପ୍ତ ସମାଲୋଚନା ଲେଖ: ନୃସିଂହ ପୁରାଣ [2012/15m/7a]
ନିମ୍ନଲିଖିତ ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ । (ପ୍ରତ୍ୟେକ ଟିପ୍ପଣୀ 250 ଶବ୍ଦ ମଧ୍ୟରେ ହେବା ଆବଶ୍ୟକ) ମହାକାବ୍ୟର ଲକ୍ଷଣ ନିର୍ଦ୍ଦେଶ କରି ଖଣ୍ଡିଏ ପ୍ରାଚୀନ ମହାକାବ୍ୟର ଆଲୋଚନା କର । [2011/20m/5b]
ପ୍ରାଚୀନ ଓଡ଼ିଆ ସାହିତ୍ୟର ଧାର୍ମିକ ଓ ସାମାଜିକ ଆବେଦନର ସ୍ୱରୂପ ଉଲ୍ଲେଖ କର । [2011/0m/6a]
2.3] ଅଳଙ୍କାରିକ କାବ୍ୟ
16 questions
ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ । ମଧଯୁଗୀୟ ଓଡ଼ିଆ କାବ୍ୟରେ ରସ । [2024/20m/6a]
ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ । ଓଡ଼ିଆ କାଳ୍ପନିକ କାବ୍ୟରେ ଆଳଙ୍କାରିକତା । [2024/15m/7c]
ନିମ୍ନଲିଖିତ ବିଷୟରେ ଆଲୋଚନା କର: ମଧଯୁଗୀୟ ଓଡ଼ିଆ କାବ୍ୟରେ କୃଷ୍ଣକଥା । [2019/15m/7b]
ନିମ୍ନ ପ୍ରଦତ୍ତ ବିଷୟରେ ପ୍ରତ୍ୟେକଟି 150 ଶବ୍ଦ ମଧରେ ଲେଖିବାକୁ ହେବ: ଓଡ଼ିଆ ଆଳଙ୍କାରିକ କାବ୍ୟର ବୈଶିଷ୍ଟ୍ୟ । [2018/10m/5d]
ନିମ୍ନପ୍ରଦତ୍ତ ବିଷୟରେ ପ୍ରତ୍ୟେକଟି 150 ଶବ୍ଦ ମଧ୍ୟରେ ଲେଖିବାକୁ ହେବ: ପ୍ରାକ୍ ରୀତି ଯୁଗର ସ୍ୱରୂପ [2017/10m/5d]
ନିମ୍ନଲିଖିତ ବିଷୟଗୁଡ଼ିକ ସଂପର୍କରେ ଉତ୍ତର ଲେଖ: ରୀତି କାବ୍ୟରେ ଆଳଂକାରିକତା [2017/20m/6c]
ସମସ୍ତ ବିଷୟରେ ଆଲୋଚନା କର: ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ ନାରୀ । [2016/16.7m/7c]
ନିମ୍ନଲିଖିତ ବିଷୟରେ ବିବରଣୀ ଲେଖ: ପ୍ରାଚୀନ ଓଡ଼ିଆ କାବ୍ୟରେ ଆଳଙ୍କାରିକତା । [2015/12.5m/6a]
ନିମ୍ନଲିଖିତ ବିଷୟରେ ବିବରଣୀ ଲେଖ: ଓଡ଼ିଆ ସାହିତ୍ୟରେ ରୀତିଯୁଗ । [2015/12.5m/6d]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଦାନ କର: ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ ପରମ୍ପରାରେ ‘ପ୍ରେମ’ ଏକ ସ୍ୱତନ୍ତ୍ର ସ୍ଥାନ ଲାଭ କରିଛି କିପରି? [2015/16.7m/7a]
ନିମ୍ନଲିଖିତ ବିଷୟରେ ସମାଲୋଚନାତ୍ମକ ଟିପ୍ପଣୀ ପ୍ରଦାନ କର: ଓଡ଼ିଆ କାଳ୍ପନିକ କାବ୍ୟର ସ୍ୱରୂପ କ’ଣ? [2015/16.7m/8b]
ନିମ୍ନଲିଖିତ ବିଷୟରେ ଆଲୋଚନା କର: କୃଷ୍ଣକୈନ୍ଦ୍ରିକ ଓଡ଼ିଆ କାବ୍ୟରେ ସଂଯୋଜକ ଚରିତ୍ର । [2014/16.7m/7a]
250 ଶବ୍ଦ ମଧ୍ୟରେ ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ । ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ବୈଶିଷ୍ଟ୍ୟ ନିରୂପଣ କର । [2013/25m/7a]
ନିମ୍ନଲିଖିତ ଯେ କୌଣସି ତିନିଗୋଟି ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ । (ପ୍ରତ୍ୟେକ ଟିପ୍ପଣୀ 200 ଶବ୍ଦ ମଧ୍ୟରେ ହେବା ଆବଶ୍ୟକ) ପ୍ରାକ୍-ଭଞ୍ଜୀୟ କାବ୍ୟରେ ରତୁବର୍ଣ୍ଣନା । [2010/20m/5c]
ମଧ୍ୟକାଳୀନ ଓଡ଼ିଆ କାବ୍ୟଗୁଡ଼ିକୁ ଆଳଙ୍କାରିକ କାବ୍ୟରୂପେ ଅଭିହିତ କରିବାର ସମୀଚୀନତା ବିଚାର କର । [2010/60m/6]
ଆଳଙ୍କାରିକ କାବ୍ୟ ରଚନା କରିବାରେ କବି ଉପେନ୍ଦ୍ର ଭଞ୍ଜଙ୍କ କୃତିତ୍ୱ ଆକଳନ କର । [2009/60m/6]
2.4] ପଦାବଳୀ
9 questions
ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦ ମଧରେ ଲେଖ । ପଦାବଳୀ ସାହିତ୍ୟରେ କୃଷ୍ଣଚେତନା । [2024/10m/5d]
ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ: ଓଡ଼ିଆ ପଦାବଳୀ ସାହିତ୍ୟର ସାଙ୍ଗୀତିକ ମୂଲ୍ୟ ସଂପର୍କରେ ଆଲୋଚନା କର । [2020/15m/8c]
ନିମ୍ନଲିଖିତ ବିଷୟଗୁଡ଼ିକ ସମ୍ପର୍କରେ ଉତ୍ତର ଦିଅ: ଓଡ଼ିଆ ପଦାବଳୀ ସାହିତ୍ୟରେ ସାଙ୍ଗୀତିକତା । [2018/15m/6b]
ନିମ୍ନଲିଖିତ ବିଷୟଗୁଡ଼ିକ ସଂପର୍କରେ ଉତ୍ତର ଲେଖ: ଓଡ଼ିଆ ପଦାବଳୀର କାବ୍ୟ-ସୌନ୍ଦର୍ଯ୍ୟ [2017/15m/6b]
ପ୍ରାୟ 150 ଶବ୍ଦରେ ସମସ୍ତ ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ: ଜଣାଣ ଓ ଭଜନ । [2016/10m/5b]
ପ୍ରତ୍ୟେକଟି ବିଷୟରେ ସମ୍ୟକ୍ ଆଲୋଚନା କର: ଓଡ଼ିଆ ପଦାବଳୀର କଥାବସ୍ତୁ । [2016/16.7m/8c]
ନିମ୍ନଲିଖିତ ବିଷୟଗୁଡ଼ିକର ଆଲୋଚନାତ୍ମକ ଟିପ୍ପଣୀ ପ୍ରାୟ 150 ଶବ୍ଦ ମଧ୍ୟରେ ଲେଖ: ଓଡ଼ିଆ ପଦାବଳୀ ସାହିତ୍ୟ । [2015/10m/5b]
ନିମ୍ନଲିଖିତ ବିଷୟରେ ବିବରଣୀ ଲେଖ: ଓଡ଼ିଆ ପଦାବଳୀ ସାହିତ୍ୟରେ ଶ୍ରୀରାଧା । [2014/12.5m/6b]
ନିମ୍ନଲିଖିତ ବିଷୟଗୁଡ଼ିକ ସମ୍ପର୍କରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ । ପ୍ରତ୍ୟେକଟି ଟିପ୍ପଣୀ 150 ଶବ୍ଦ ମଧ୍ୟରେ ସୀମିତ ରହିବା ଆବଶ୍ୟକ । ଓଡ଼ିଆ ଜଣାଣ ଗୀତିରେ ଶ୍ରୀଜଗନ୍ନାଥ [2012/12m/5a]
2.5] ଓଡ଼ିଆ ସାହିତ୍ୟର ଗଠନାତ୍ମକ ରୂପ
29 questions
ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦ ମଧରେ ଲେଖ । ‘କୋଇଲି’ ସାହିତ୍ୟର ରଚନାରୀତି ଓ ବିଷୟ ବିନ୍ୟାସ । [2024/10m/5e]
ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ । ଚମ୍ପୂର ଆଙ୍ଗିକ ବୈଶିଷ୍ଟ୍ୟ । [2024/20m/7a]
ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ । ଚଉତିଶା ଓଡ଼ିଆ ଗୀତିସାହିତ୍ୟର ସର୍ବଶ୍ରେଷ୍ଠ ଓ ଜନପ୍ରିୟ ସମ୍ପଦ । [2024/15m/8c]
ନିମ୍ନ ପ୍ରଦତ୍ତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦ ମଧରେ ଦିଅ: ଚମ୍ପୂର ରଚନାଶୈଳୀ [2020/10m/5c]
ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଦାନ କର: ଚଉତିଶାର ଗଠନଗତ ବୈଚିତ୍ର୍ୟ ଦର୍ଶାଅ । [2020/15m/6c]
ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ: ମଧଯୁଗୀୟ ଓଡ଼ିଆ ଗୀତିକବିତାର ରୂପବୈଚିତ୍ର୍ୟ ଉପରେ ଆଲୋକପାତ କର । [2020/20m/8a]
ନିମ୍ନ ପ୍ରଦତ୍ତ ବିଷୟରେ 150 ଶବ୍ଦ ମଧରେ ଆଲୋଚନା କର: ଓଡ଼ିଆ କୋଇଲି ସାହିତ୍ୟ । [2019/10m/5b]
ନିମ୍ନ ପ୍ରଦତ୍ତ ବିଷୟରେ 150 ଶବ୍ଦ ମଧରେ ଆଲୋଚନା କର: କଳସା ଚଉତିଶା । [2019/10m/5c]
ନିମ୍ନ ପ୍ରଦତ୍ତ ବିଷୟରେ 150 ଶବ୍ଦ ମଧରେ ଆଲୋଚନା କର: ଓଡ଼ିଆ ସାହିତ୍ୟରେ ପୋଇ ଓ ଷୋଡ଼ଶା । [2019/10m/5d]
ନିମ୍ନଲିଖିତ ବିଷୟ ଉପରେ ଆଲୋକପାତ କର: ଓଡ଼ିଆ ଚଉତିଶା ସାହିତ୍ୟର ବିଶେଷତ୍ୱ ଓ ବିକାଶକ୍ରମ । [2019/15m/6b]
ନିମ୍ନ ପ୍ରଦତ୍ତ ବିଷୟରେ ପ୍ରତ୍ୟେକଟି 150 ଶବ୍ଦ ମଧରେ ଲେଖିବାକୁ ହେବ: ଓଡ଼ିଆ କୋଇଲି ସାହିତ୍ୟ । [2018/10m/5c]
ନିମ୍ନ ପ୍ରଦତ୍ତ ବିଷୟରେ ପ୍ରତ୍ୟେକଟି 150 ଶବ୍ଦ ମଧରେ ଲେଖିବାକୁ ହେବ: ଓଡ଼ିଆ ଚମ୍ପୂ କାବ୍ୟର ପରମ୍ପରା । [2018/10m/5e]
ନିମ୍ନଲିଖିତ ବିଷୟଗୁଡ଼ିକ ସମ୍ପର୍କରେ ଉତ୍ତର ଦିଅ: ଓଡ଼ିଆ ଚଉତିଶା ସାହିତ୍ୟର ବୈଚିତ୍ର୍ୟ । [2018/20m/6c]
ନିମ୍ନଲିଖିତ ବିଷୟଗୁଡ଼ିକ ସମ୍ପର୍କରେ ଉତ୍ତର ଦିଅ: ପ୍ରାଚୀନ ଓଡ଼ିଆ କାବ୍ୟର ଆଙ୍ଗିକ ବୈଚିତ୍ର୍ୟ । [2018/20m/8c]
ନିମ୍ନଲିଖିତ ବିଷୟରେ ଉତ୍ତର ଲେଖ: ଓଡ଼ିଆ କୋଇଲି ସାହିତ୍ୟର ବିକାଶଧାରା [2017/15m/7a]
ନିମ୍ନଲିଖିତ ବିଷୟରେ ଉତ୍ତର ଲେଖ: ଚଂପୂ ସାହିତ୍ୟରେ କିଶୋର ଚନ୍ଦ୍ରାନନ୍ଦ ଚଂପୂର ସ୍ଥାନ [2017/20m/7c]
ପ୍ରାୟ 150 ଶବ୍ଦରେ ସମସ୍ତ ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ: ଓଡ଼ିଆ ଚଉପଦୀର ଲକ୍ଷଣ ଓ ପରମ୍ପରା । [2016/10m/5c]
ପ୍ରତ୍ୟେକଟି ବିଷୟରେ ସମ୍ୟକ୍ ଆଲୋଚନା କର: ପ୍ରାଚୀନ ଓଡ଼ିଆ ଗୀତିର ରୂପଭେଦ । [2016/16.7m/8b]
ନିମ୍ନଲିଖିତ ବିଷୟଗୁଡ଼ିକର ଆଲୋଚନାତ୍ମକ ଟିପ୍ପଣୀ ପ୍ରାୟ 150 ଶବ୍ଦ ମଧ୍ୟରେ ଲେଖ: ଓଡ଼ିଆ ଚଉତିଶା ପରମ୍ପରା । [2015/10m/5c]
ନିମ୍ନଲିଖିତ ବିଷୟରେ ବିବରଣୀ ଲେଖ: ଓଡ଼ିଆ ଚଉପଦୀର ସ୍ୱରୂପ । [2015/12.5m/6b]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଦାନ କର: ଓଡ଼ିଶାର ସାହିତ୍ୟିକ ପରମ୍ପରାରେ କୋଇଲି ସାହିତ୍ୟର ସ୍ଥାନ ନିରୂପଣ କର । [2015/16.7m/7b]
ନିମ୍ନଲିଖିତ ବିଷୟଗୁଡ଼ିକର ଆଲୋଚନାତ୍ମକ ଟିପ୍ପଣୀ ପ୍ରାୟ 150 ଶବ୍ଦରେ ଲେଖ: ଓଡ଼ିଆ କୋଇଲି ସାହିତ୍ୟର ରସାତ୍ମକ ଆବେଦନ । [2014/10m/5a]
ନିମ୍ନଲିଖିତ ବିଷୟରେ ବିବରଣୀ ଲେଖ: ଓଡ଼ିଆ ଚମ୍ପୂର ପ୍ରକାର ଭେଦ । [2014/12.5m/6c]
ନିମ୍ନଲିଖିତ ବିଷୟଗୁଡ଼ିକର ଆଲୋଚନାତ୍ମକ ଟିପ୍ପଣୀ ପ୍ରଦାନ କର । ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ସୀମିତ ହେବା ଆବଶ୍ୟକ । ଓଡ଼ିଆ ପୋଇ ସାହିତ୍ୟ । [2013/10m/5a]
ପ୍ରତ୍ୟେକ ବିଷୟ ସମ୍ପର୍କରେ 200 ଶବ୍ଦ ମଧ୍ୟରେ ସଂକ୍ଷିପ୍ତ ସମାଲୋଚନା ଲେଖ: କୋଇଲି ଗୀତି [2012/15m/7b]
ନିମ୍ନଲିଖିତ ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ । (ପ୍ରତ୍ୟେକ ଟିପ୍ପଣୀ 250 ଶବ୍ଦ ମଧ୍ୟରେ ହେବା ଆବଶ୍ୟକ) ଓଡ଼ିଆ ‘ଚଉତିଶା’ ସାହିତ୍ୟର ବୈଚିତ୍ର୍ୟ ଦର୍ଶାଅ । [2011/20m/5a]
ନିମ୍ନଲିଖିତ ଯେ କୌଣସି ତିନିଗୋଟି ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ । (ପ୍ରତ୍ୟେକ ଟିପ୍ପଣୀ 200 ଶବ୍ଦ ମଧ୍ୟରେ ହେବା ଆବଶ୍ୟକ) ଓଡ଼ିଆ ‘ପୋଇ’ ସାହିତ୍ୟ । [2010/20m/5b]
ନିମ୍ନଲିଖିତ ଯେକୌଣସି ତିନିଗୋଟି ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ (ପ୍ରତ୍ୟେକ ଟିପ୍ପଣୀ 200 ଶବ୍ଦ ମଧ୍ୟରେ ହେବା ଆବଶ୍ୟକ): ଓଡ଼ିଆ ‘ଚଉପଦୀ’ ସାହିତ୍ୟ [2009/20m/5b]
ନିମ୍ନଲିଖିତ ଯେକୌଣସି ତିନିଗୋଟି ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ (ପ୍ରତ୍ୟେକ ଟିପ୍ପଣୀ 200 ଶବ୍ଦ ମଧ୍ୟରେ ହେବା ଆବଶ୍ୟକ): ଓଡ଼ିଆ ‘ଚଂପୂ’ କାବ୍ୟରେ ରସବିନ୍ୟାସ [2009/20m/5c]
2.6] ଆଧୁନିକ ଓଡ଼ିଆ ସାହିତ୍ୟର ଧାରା ଓ ଆନ୍ଦୋଳନ
11 questions
ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ । ସତ୍ୟବାଦୀ ସାହିତ୍ୟରେ ଜାତୀୟଚେତନା । [2024/20m/8a]
ନିମ୍ନ ପ୍ରଦତ୍ତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦ ମଧରେ ଦିଅ: ସତ୍ୟବାଦୀ ସାହିତ୍ୟରେ ଉତ୍କଳୀୟତା [2020/10m/5d]
ପ୍ରତ୍ୟେକଟି ବିଷୟରେ ସମ୍ୟକ୍ ଆଲୋଚନା କର: ସାମ୍ପ୍ରତିକ ଓଡ଼ିଆ ସାହିତ୍ୟରେ ଉତ୍ତର-ଆଧୁନିକତାର ସ୍ୱର । [2016/16.7m/8a]
ନିମ୍ନଲିଖିତ ବିଷୟଗୁଡ଼ିକର ଆଲୋଚନାତ୍ମକ ଟିପ୍ପଣୀ ପ୍ରଦାନ କର । ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ସୀମିତ ହେବା ଆବଶ୍ୟକ । ପ୍ରଗତିବାଦୀ ସାହିତ୍ୟଧାରା । [2013/10m/5d]
ନିମ୍ନଲିଖିତ ବିଷୟଗୁଡ଼ିକର ଆଲୋଚନାତ୍ମକ ଟିପ୍ପଣୀ ପ୍ରଦାନ କର । ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ସୀମିତ ହେବା ଆବଶ୍ୟକ । ଉତ୍ତର ଆଧୁନିକତା । [2013/10m/5e]
ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର 200 ଶବ୍ଦ ମଧ୍ୟରେ ଉଲ୍ଲେଖ କର । ସବୁଜ ଯୁଗର ବୈଶିଷ୍ଟ୍ୟ ଆଲୋଚନା କର । [2013/12.5m/6c]
250 ଶବ୍ଦ ମଧ୍ୟରେ ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ । ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟରେ କିପରି ପରିବର୍ତ୍ତନର ସ୍ୱର ପ୍ରତିଫଳିତ ଆଲୋଚନା କର । [2013/25m/7b]
250 ଶବ୍ଦ ମଧ୍ୟରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଲେଖ: ସତ୍ୟବାଦୀ ଗୋଷ୍ଠୀର ସାରସ୍ୱତ ସୃଷ୍ଟିରେ ରାଧାନାଥୀ ସାହିତ୍ୟ ବିରୋଧୀ ମନୋଭାବ କିପରି ପ୍ରତ୍ୟକ୍ଷ ଓ ପରୋକ୍ଷରୂପେ ପ୍ରତିଫଳିତ, ଦର୍ଶାଅ । [2012/20m/6b]
ପ୍ରତ୍ୟେକ ବିଷୟ ସମ୍ପର୍କରେ 200 ଶବ୍ଦ ମଧ୍ୟରେ ସଂକ୍ଷିପ୍ତ ସମାଲୋଚନା ଲେଖ: ପ୍ରଗତିବାଦୀ ଓଡ଼ିଆ ସାହିତ୍ୟ [2012/15m/7c]
400 ଶବ୍ଦ ମଧ୍ୟରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦିଅ: ସାଂପ୍ରତିକ ଓଡ଼ିଆ ସାହିତ୍ୟରେ ନାରୀବାଦର ପ୍ରଭାବ ସଂପର୍କରେ ସମ୍ୟକ୍ ଧାରଣା ଦିଅ । [2012/30m/8b]
ଆଧୁନିକ ଓଡ଼ିଆ ସାହିତ୍ୟରେ ଜାତୀୟତାବାଦୀ ଚିନ୍ତନ ଉପରେ ଆଲୋକପାତ କର । [2011/0m/7a]
2.7] ଆଧୁନିକ ଓଡ଼ିଆ କବିତା
11 questions
ନିମ୍ନଲିଖିତ ବିଷୟରେ ଆଲୋଚନା କର: ଆଧୁନିକ କବିତାରେ ଜାତୀୟବାଦୀ ଚେତନା । [2019/20m/7c]
ନିମ୍ନଲିଖିତ ବିଷୟରେ ଆଲୋଚନା କର: ଓଡ଼ିଆ କବିତାରେ ନାରୀବାଦୀ ଚେତନାର ପ୍ରୟୋଗ । [2019/15m/8a]
ନିମ୍ନଲିଖିତ ବିଷୟଗୁଡ଼ିକ ସମ୍ପର୍କରେ ଉତ୍ତର ଦିଅ: ଆଧୁନିକ ଓଡ଼ିଆ କବିତାର ଭାବବସ୍ତୁ । [2018/15m/7a]
ନିମ୍ନଲିଖିତ ବିଷୟରେ ଉତ୍ତର ଲେଖ: ଓଡ଼ିଆ ଦୀର୍ଘକବିତାର ପରଂପରା [2017/20m/8c]
ନିମ୍ନ ବିଷୟଗୁଡ଼ିକ ପାଇଁ ଆଲୋଚନାତ୍ମକ ପ୍ରବନ୍ଧ ଲେଖ: ଆଧୁନିକ ଓଡ଼ିଆ କବିତାରେ ରାଷ୍ଟ୍ରଚେତନା । [2014/16.7m/8a]
ନିମ୍ନଲିଖିତ ବିଷୟଗୁଡ଼ିକ ସମ୍ପର୍କରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ । ପ୍ରତ୍ୟେକଟି ଟିପ୍ପଣୀ 150 ଶବ୍ଦ ମଧ୍ୟରେ ସୀମିତ ରହିବା ଆବଶ୍ୟକ । ଆଧୁନିକ ଓଡ଼ିଆ ଐତିହାସିକ କାବ୍ୟ [2012/12m/5c]
ପ୍ରତ୍ୟେକ ବିଷୟ ସମ୍ପର୍କରେ 200 ଶବ୍ଦ ମଧ୍ୟରେ ସଂକ୍ଷିପ୍ତ ସମାଲୋଚନା ଲେଖ: ଓଡ଼ିଆ ଚତୁର୍ଦ୍ଦଶପଦୀ କବିତା [2012/15m/7d]
ଓଡ଼ିଆ ସାହିତ୍ୟରେ ସତ୍ୟବାଦୀ ଯୁଗ ଓ ସବୁଜ ଯୁଗର କାବ୍ୟ କବିତାର ବୈଶିଷ୍ଟ୍ୟ ବିଚାର କର । [2011/60m/8b]
ନିମ୍ନଲିଖିତ ଯେ କୌଣସି ତିନିଗୋଟି ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ । (ପ୍ରତ୍ୟେକ ଟିପ୍ପଣୀ 200 ଶବ୍ଦ ମଧ୍ୟରେ ହେବା ଆବଶ୍ୟକ) ଆଧୁନିକ ଓଡ଼ିଆ ଗାଥାକବିତା । [2010/20m/5d]
୧୯୬୦ ପରବର୍ତ୍ତୀ ଓଡ଼ିଆ କବିତାର ଆଙ୍ଗିକ ଓ ଆତ୍ମିକ ବୈଶିଷ୍ଟ୍ୟ ନିରୂପଣ କର । [2010/60m/8]
ଆଧୁନିକ ଓଡ଼ିଆ କବିତାରେ ପ୍ରଗତିବାଦୀ ଚେତନାର ବୈଶିଷ୍ଟ୍ୟ ନିରୂପଣ କର । [2009/60m/8]
2.8] ଆଧୁନିକ ଓଡ଼ିଆ ନାଟକ
6 questions
ନିମ୍ନଲିଖିତ ବିଷୟଗୁଡ଼ିକ ସମ୍ପର୍କରେ ଉତ୍ତର ଦିଅ: ଆଧୁନିକ ଓଡ଼ିଆ ନାଟକର ସଂଳାପ । [2018/15m/8b]
ନିମ୍ନଲିଖିତ ବିଷୟରେ ଉତ୍ତର ଲେଖ: ଓଡ଼ିଆ ପ୍ରୟୋଗବାଦୀ ନାଟ୍ୟଧାରା [2017/15m/8b]
ନିମ୍ନଲିଖିତ ବିଷୟରେ ବିବରଣୀ ଲେଖ: ଓଡ଼ିଆ ନବନାଟ୍ୟ ଆନ୍ଦୋଳନ । [2015/12.5m/6c]
ନିମ୍ନଲିଖିତ ବିଷୟରେ ବିବରଣୀ ଲେଖ: ଓଡ଼ିଆ ଏପିକ୍ ନାଟକ । [2014/12.5m/6d]
ନିମ୍ନଲିଖିତ ବିଷୟଗୁଡ଼ିକର ଆଲୋଚନାତ୍ମକ ଟିପ୍ପଣୀ ପ୍ରଦାନ କର । ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧ୍ୟରେ ସୀମିତ ହେବା ଆବଶ୍ୟକ । ଓଡ଼ିଆ ଐତିହାସିକ ନାଟକ । [2013/10m/5c]
400 ଶବ୍ଦ ମଧ୍ୟରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦିଅ: ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକରେ ପରୀକ୍ଷା ନିରୀକ୍ଷାର ସ୍ୱରୂପ ସଂପର୍କରେ ଆଲୋଚନା କର । [2012/30m/8a]
2.9] ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପ
9 questions
ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦ ମଧରେ ଲେଖ । ଓଡ଼ିଆ କ୍ଷୁଦ୍ରଗଳ୍ପରେ ମାନବେତର ଚରିତ୍ର । [2024/10m/5c]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଦାନ କର: ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପରେ ବିଭିନ୍ନ ସମସ୍ୟା କିପରି ରୂପାୟିତ, ଆଲୋଚନା କର । [2020/20m/7a]
ନିମ୍ନଲିଖିତ ବିଷୟରେ ଉତ୍ତର ଲେଖ: ଓଡ଼ିଆ କଥାସାହିତ୍ୟରେ ଆଧୁନିକତାର ପ୍ରତିଫଳନ [2017/15m/7b]
ନିମ୍ନଲିଖିତ ବିଷୟରେ ଉତ୍ତର ଲେଖ: ଆଧୁନିକ କଥାସାହିତ୍ୟରେ ପାଶ୍ଚାତ୍ୟ ଶୈଳୀର ପ୍ରଭାବ [2017/15m/8a]
ନିମ୍ନଲିଖିତ ବିଷୟରେ ସମାଲୋଚନାତ୍ମକ ଟିପ୍ପଣୀ ପ୍ରଦାନ କର: ଓଡ଼ିଆ କ୍ଷୁଦ୍ରଗଳ୍ପର ଭାବବସ୍ତୁର ମୂଲ୍ୟାଙ୍କନ ସହଜ ନୁହେଁ – କାରଣ କ’ଣ? [2015/16.7m/8c]
ନିମ୍ନଲିଖିତ ବିଷୟଗୁଡ଼ିକର ଆଲୋଚନାତ୍ମକ ଟିପ୍ପଣୀ ପ୍ରାୟ 150 ଶବ୍ଦରେ ଲେଖ: ଓଡ଼ିଆ ଆଭାସ ଗଳ୍ପ । [2014/10m/5e]
ନିମ୍ନ ବିଷୟଗୁଡ଼ିକ ପାଇଁ ଆଲୋଚନାତ୍ମକ ପ୍ରବନ୍ଧ ଲେଖ: ସ୍ୱାଧୀନତା ପରବର୍ତ୍ତୀ କ୍ଷୁଦ୍ରଗଳ୍ପରେ ଜୀବନ ଯନ୍ତ୍ରଣାର ସ୍ୱର । [2014/16.7m/8b]
ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କ୍ଷୁଦ୍ରଗଳ୍ପ ସମ୍ପର୍କରେ ଏକ ସମୀକ୍ଷା ଲେଖ । [2011/60m/7b]
ନିମ୍ନଲିଖିତ ଯେକୌଣସି ତିନିଗୋଟି ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ (ପ୍ରତ୍ୟେକ ଟିପ୍ପଣୀ 200 ଶବ୍ଦ ମଧ୍ୟରେ ହେବା ଆବଶ୍ୟକ): ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପର ସ୍ୱରୂପ ଓ ଆଭିମୁଖ୍ୟ [2009/20m/5d]
2.10] ଆଧୁନିକ ଓଡ଼ିଆ ଉପନ୍ୟାସ
13 questions
ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ । ଓଡ଼ିଆ ଉପନ୍ୟାସର କଥାବସ୍ତୁ ଓ ଚରିତ୍ର । [2024/15m/7b]
ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଦାନ କର: ଓଡ଼ିଆ ଉପନ୍ୟାସରେ ମନସ୍ତାତ୍ତ୍ୱିକ ଚିନ୍ତାଧାରାର ପ୍ରୟୋଗ ଉପରେ ଆଲୋଚନା କର । [2020/15m/6b]
ନିମ୍ନଲିଖିତ ବିଷୟରେ ଆଲୋଚନା କର: ଓଡ଼ିଆ ଉପନ୍ୟାସରେ ଆଦିବାସୀ ଜୀବନଧାରାର ଉପସ୍ଥାପନ । [2019/15m/8b]
ନିମ୍ନଲିଖିତ ବିଷୟଗୁଡ଼ିକ ସମ୍ପର୍କରେ ଉତ୍ତର ଦିଅ: ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସର ଭାବବସ୍ତୁ । [2018/20m/7c]
ନିମ୍ନଲିଖିତ ବିଷୟରେ ଉତ୍ତର ଲେଖ: ଓଡ଼ିଆ କଥାସାହିତ୍ୟରେ ଆଧୁନିକତାର ପ୍ରତିଫଳନ [2017/15m/7b]
ନିମ୍ନଲିଖିତ ବିଷୟରେ ଉତ୍ତର ଲେଖ: ଆଧୁନିକ କଥାସାହିତ୍ୟରେ ପାଶ୍ଚାତ୍ୟ ଶୈଳୀର ପ୍ରଭାବ [2017/15m/8a]
ନିମ୍ନଲିଖିତ ବିଷୟରେ ଆଲୋଚନା କର: ଓଡ଼ିଆ ଉପନ୍ୟାସର ସମକାଳୀନ ଧାରା । [2016/16.7m/6c]
ନିମ୍ନଲିଖିତ ବିଷୟଗୁଡ଼ିକର ଆଲୋଚନାତ୍ମକ ଟିପ୍ପଣୀ ପ୍ରାୟ 150 ଶବ୍ଦ ମଧ୍ୟରେ ଲେଖ: ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସରେ ନୂତନତା । [2015/10m/5d]
ନିମ୍ନଲିଖିତ ବିଷୟଗୁଡ଼ିକର ଆଲୋଚନାତ୍ମକ ଟିପ୍ପଣୀ ପ୍ରାୟ 150 ଶବ୍ଦରେ ଲେଖ: ଐତିହାସିକ ଓଡ଼ିଆ ଉପନ୍ୟାସ । [2014/10m/5d]
ନିମ୍ନଲିଖିତ ବିଷୟରେ ଆଲୋଚନା କର: ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସରେ ନାରୀ ମନସ୍ତତ୍ତ୍ୱ । [2014/16.7m/7b]
ନିମ୍ନଲିଖିତ ବିଷୟଗୁଡ଼ିକ ସମ୍ପର୍କରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ । ପ୍ରତ୍ୟେକଟି ଟିପ୍ପଣୀ 150 ଶବ୍ଦ ମଧ୍ୟରେ ସୀମିତ ରହିବା ଆବଶ୍ୟକ । ଉନବିଂଶ ଶତାବ୍ଦୀର ଓଡ଼ିଆ ଉପନ୍ୟାସ [2012/12m/5d]
1980 ପରବର୍ତ୍ତୀ ଓଡ଼ିଆ ଉପନ୍ୟାସର ସ୍ୱର ଓ ଶିଳ୍ପଗତ ବିବର୍ତ୍ତନ ସମ୍ପର୍କରେ ଆଲୋଚନା କର । [2011/0m/8a]
ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସର ସ୍ୱରୂପ ଓ ଆଭିମୁଖ୍ୟ ସଂପର୍କରେ ଆଲୋଚନା କର । [2010/60m/7]
2.11] ଆଧୁନିକ ଓଡ଼ିଆ ପ୍ରବନ୍ଧ
8 questions
ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ: ଓଡ଼ିଆ ରମ୍ୟରଚନାର ବୈଶିଷ୍ଟ୍ୟ ବିଚାର କର । [2020/15m/8b]
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଦାନ କର: ଓଡ଼ିଆ ପ୍ରବନ୍ଧ ସାହିତ୍ୟରୁ ଆଧୁନିକତାର ଅନେକ ଉଦାହରଣ ମିଳିଥାଏ । କିପରି ଓ କାହିଁକି? [2015/16.7m/7c]
ନିମ୍ନ ବିଷୟଗୁଡ଼ିକ ପାଇଁ ଆଲୋଚନାତ୍ମକ ପ୍ରବନ୍ଧ ଲେଖ: ଓଡ଼ିଆ ରମ୍ୟରଚନାର ଆଦି ଓ ସାଂପ୍ରତିକ ରୂପ । [2014/16.7m/8c]
ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର 200 ଶବ୍ଦ ମଧ୍ୟରେ ଉଲ୍ଲେଖ କର । ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଆରମ୍ଭ ଓ ବିକାଶ ସଂପର୍କରେ ସୂଚନା ଦିଅ । [2013/12.5m/6b]
ନିମ୍ନ ପ୍ରଦତଃ ବିଷୟରେ ଆଲୋଚନାତ୍ମକ ପ୍ରବନ୍ଧ 300 ଶବ୍ଦ ମଧ୍ୟରେ ଉଲ୍ଲେଖ କର । ଓଡ଼ିଆ ଆତ୍ମଜୀବନୀ ସାହିତ୍ୟର ଜଣେକ ସାର୍ଥକ ସ୍ରଷ୍ଟା । [2013/25m/8a]
ନିମ୍ନଲିଖିତ ବିଷୟଗୁଡ଼ିକ ସମ୍ପର୍କରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ । ପ୍ରତ୍ୟେକଟି ଟିପ୍ପଣୀ 150 ଶବ୍ଦ ମଧ୍ୟରେ ସୀମିତ ରହିବା ଆବଶ୍ୟକ । ଓଡ଼ିଆ ବୈଜ୍ଞାନିକ ପ୍ରବନ୍ଧ [2012/12m/5e]
ନିମ୍ନଲିଖିତ ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ । (ପ୍ରତ୍ୟେକ ଟିପ୍ପଣୀ 250 ଶବ୍ଦ ମଧ୍ୟରେ ହେବା ଆବଶ୍ୟକ) ପ୍ରବନ୍ଧର ସଂଜ୍ଞା ଓ ସ୍ୱରୂପ ଦର୍ଶାଇ ସ୍ୱାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ବିକାଶଧାରା ଉଲ୍ଲେଖ କର । [2011/20m/5c]
ସ୍ୱାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ସ୍ୱରୂପ ଓ ବୈଶିଷ୍ଟ୍ୟ ଉଲ୍ଲେଖ କର । [2009/60m/7]
2.12] ଆଧୁନିକ ଓଡ଼ିଆ ସାହିତ୍ୟ ସମାଲୋଚନା
8 questions
ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ । ଓଡ଼ିଆ ସାହିତ୍ୟ ସମାଲୋଚନାର ବୈଶିଷ୍ଟ୍ୟ । [2024/15m/6b]
ନିମ୍ନ ପ୍ରଦତ୍ତ ବିଷୟରେ 150 ଶବ୍ଦ ମଧରେ ଆଲୋଚନା କର: ଓଡ଼ିଆ ସମାଲୋଚନା ସାହିତ୍ୟରେ ‘ଇନ୍ଦ୍ରଧନୁ’ ଓ ‘ବିଜୁଳି’ର ମହତ୍ତ୍ୱ । [2019/10m/5e]
ନିମ୍ନଲିଖିତ ବିଷୟରେ ଆଲୋଚନା କର: ବିଂଶ ଶତାବ୍ଦୀରେ ଓଡ଼ିଆ ସମାଲୋଚନା ସାହିତ୍ୟର ବିକାଶଧାରା । [2019/20m/8c]
ନିମ୍ନଲିଖିତ ବିଷୟଗୁଡ଼ିକ ସମ୍ପର୍କରେ ଉତ୍ତର ଦିଅ: ଓଡ଼ିଆ ସାହିତ୍ୟ ସମାଲୋଚନାରେ ଆଧୁନିକତା । [2018/15m/8a]
ପ୍ରାୟ 150 ଶବ୍ଦରେ ସମସ୍ତ ବିଷୟରେ ଆଲୋଚନାତ୍ମକ ଟିପ୍ପଣୀ ଲେଖ: ତୁଳନାତ୍ମକ ସମାଲୋଚନାର ମୌଳିକ ଧର୍ମ । [2016/10m/5d]
ସମସ୍ତ ବିଷୟରେ ଆଲୋଚନା କର: ସମକାଳୀନ ଓଡ଼ିଆ ସମାଲୋଚନା । [2016/16.7m/7b]
ନିମ୍ନଲିଖିତ ବିଷୟରେ ଆଲୋଚନା କର: ଉନବିଂଶ ଶତାବ୍ଦୀରେ ଓଡ଼ିଆ ସାହିତ୍ୟ ସମାଲୋଚନାର ସ୍ୱରୂପ । [2014/16.7m/7c]
ନିମ୍ନ ପ୍ରଦତଃ ବିଷୟରେ ଆଲୋଚନାତ୍ମକ ପ୍ରବନ୍ଧ 300 ଶବ୍ଦ ମଧ୍ୟରେ ଉଲ୍ଲେଖ କର । ଓଡ଼ିଆ ସମାଲୋଚନା ସାହିତ୍ୟର ଧାରା । [2013/25m/8b]
« Previous: ଓଡ଼ିଆ ଭାଷାର ଇତିହାସ · Next: ବିଭାଗ କ: କବିତା »
Back to: Odia Literature Optional PYQs – Topic-wise
Last updated: 2 November 2026

