Menu Close

Odia Literature Optional 2024 Paper Analysis

Every question from the Odia Literature Optional papers of UPSC Mains 2024, placed in its syllabus unit and checked against all questions asked from 2013 to 2023. See what was familiar, what came back and what was new.

Other years:

20242020

What stood out in 2024

  • Every question came from a topic UPSC had asked recently.

Which units got the marks in 2024

Marks asked from each unit in 2024 (dark bar) against its average for 2013–2023 (grey bar).

Paper I

Paper II

A question that fits two units is split equally between them.

Cover of the UPSC Prelims Topic-wise PYQ book with detailed explanations

From the Optional Province team

Preparing for Prelims too?

Our UPSC Prelims Topic-wise PYQ Book covers every Prelims question with detailed explanations, so you can see exactly where UPSC asks from. Now available as a hard copy and an eBook.

Buy Hard Copy on AmazonBuy eBook (PDF)

Download a free sample

Paper I

Q1a. ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦ ମଧରେ ଲେଖ । ଓଡ଼ିଆ ଭାଷାର ଉତ୍ପତ୍ତି ସୂତ୍ର ଆଲୋଚନା କର । (10 marks)

Asked 16 times in 2013–2023, most recently in 2020.

Q1b. ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦ ମଧରେ ଲେଖ । ଓଡ଼ିଆର ପ୍ରଥମାରୁ ସପ୍ତମୀ ବିଭକ୍ତିର ପ୍ରତ୍ୟୟ ଓ ବୈଶିଷ୍ଟ୍ୟ । (10 marks)

Asked 20 times in 2013–2023, most recently in 2020.

Q1c. ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦ ମଧରେ ଲେଖ । ସ୍ୱରଧ୍ୱନି ଓ ବ୍ୟଞ୍ଜନଧ୍ୱନି ମଧରେ ପାର୍ଥକ୍ୟ । (10 marks)

Asked 29 times in 2013–2023, most recently in 2020.

Q1d. ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦ ମଧରେ ଲେଖ । ବାକ୍ୟର ସଂଜ୍ଞା ଓ ପ୍ରକାର ଭେଦ । (10 marks)

Asked 11 times in 2013–2023, most recently in 2020.

Q1e. ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦ ମଧରେ ଲେଖ । ନିମ୍ନୋକ୍ତ ଶବ୍ଦଗୁଡ଼ିକରେ ବର୍ଣ୍ଣାଶୁଦ୍ଧି ଥିଲେ ସଂଶୋଧନ କରି ଲେଖ ।
(କ) ଦାଶରଥୀ (ଚ) ଅନସୂୟା
(ଖ) ସମିଚୀନ (ଛ) ଆଧିକ୍ୟତା
(ଗ) ଶୀରିଷ (ଜ) ଭୌଗଳିକ
(ଘ) ତୃଟି (ଝ) ମୁମୂର୍ଷୁ
(ଙ) ସନ୍ୟାସ (ଞ) ନିଳାଦ୍ରି (10 marks)

Asked 8 times in 2013–2023, most recently in 2020.

Q2a. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦିଅ । ଚର୍ଯ୍ୟାଗୀତିର ଭାଷାଗତ ବୈଶିଷ୍ଟ୍ୟ । (20 marks)

Asked 16 times in 2013–2023, most recently in 2020.

Q2b. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦିଅ । ଆଞ୍ଚଳିକ ଭାଷାଗତ ପାର୍ଥକ୍ୟ କହିଲେ କ’ଣ ବୁଝାଏ? (15 marks)

Asked 11 times in 2013–2023, most recently in 2020.

Q2c. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦିଅ । ସୁଭାଷଣର ସଂଜ୍ଞା ଓ ସ୍ୱରୂପ । (15 marks)

Asked 8 times in 2013–2023, most recently in 2020.

Q3a. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ । ସଦୃଷ୍ଟାନ୍ତ ବାକ୍ୟର ରୂପାନ୍ତରଣ ଦର୍ଶାଅ । (20 marks)

Asked 11 times in 2013–2023, most recently in 2020.

Q3b. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ । ଧ୍ୱନି ପରିବର୍ତ୍ତନର ସ୍ୱରୂପ ଆଲୋଚନା କର । (15 marks)

Asked 29 times in 2013–2023, most recently in 2020.

Q3c. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ । ଭାଷାଶିକ୍ଷା ପରମ୍ପରାରେ ବନାନଗତ ଶୁଦ୍ଧତା ପାଇଁ ବ୍ୟାକରଣର ଆବଶ୍ୟକତା । (15 marks)

Asked 8 times in 2013–2023, most recently in 2020.

Q4a. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ । ରୂପିମର ସଂଜ୍ଞା ସହିତ ଏହାର ପ୍ରକାରଭେଦ ସଦୃଷ୍ଟାନ୍ତ ଦର୍ଶାଅ । (20 marks)

Asked 20 times in 2013–2023, most recently in 2020.

Q4b. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ । ଅର୍ଥ ବିଜ୍ଞାନର ଉପଯୋଗିତା । (15 marks)

Asked 8 times in 2013–2023, most recently in 2020.

Q4c. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ । ଉତ୍ତରାଞ୍ଚଳୀୟ ଓଡ଼ିଆ ଭାଷାର ବୈଶିଷ୍ଟ୍ୟ । (15 marks)

Asked 11 times in 2013–2023, most recently in 2020.

Q5a. ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦ ମଧରେ ଲେଖ । ସାରଳା ମହାଭାରତର ମୌଳିକତା । (10 marks)

Asked 11 times in 2013–2023, most recently in 2020.

Q5b. ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦ ମଧରେ ଲେଖ । ମଧଯୁଗୀୟ ଓଡ଼ିଆ ସାହିତ୍ୟର ସାମାଜିକ ପୃଷ୍ଠଭୂମି । (10 marks)

Asked 21 times in 2013–2023, most recently in 2020.

Q5c. ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦ ମଧରେ ଲେଖ । ଓଡ଼ିଆ କ୍ଷୁଦ୍ରଗଳ୍ପରେ ମାନବେତର ଚରିତ୍ର । (10 marks)

Asked 6 times in 2013–2023, most recently in 2020.

Q5d. ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦ ମଧରେ ଲେଖ । ପଦାବଳୀ ସାହିତ୍ୟରେ କୃଷ୍ଣଚେତନା । (10 marks)

Asked 7 times in 2013–2023, most recently in 2020.

Q5e. ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଶବ୍ଦ ମଧରେ ଲେଖ । ‘କୋଇଲି’ ସାହିତ୍ୟର ରଚନାରୀତି ଓ ବିଷୟ ବିନ୍ୟାସ । (10 marks)

Asked 21 times in 2013–2023, most recently in 2020.

Q6a. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ । ମଧଯୁଗୀୟ ଓଡ଼ିଆ କାବ୍ୟରେ ରସ । (20 marks)

Asked 11 times in 2013–2023, most recently in 2019.

Q6b. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ । ଓଡ଼ିଆ ସାହିତ୍ୟ ସମାଲୋଚନାର ବୈଶିଷ୍ଟ୍ୟ । (15 marks)

Asked 7 times in 2013–2023, most recently in 2019.

Q6c. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ । ଉନବିଂଶ ଶତାବ୍ଦୀ ଓଡ଼ିଆ ସାହିତ୍ୟରେ ସାଂସ୍କୃତିକ ଜାଗରଣ । (15 marks)

Asked 21 times in 2013–2023, most recently in 2020.

Q7a. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ । ଚମ୍ପୂର ଆଙ୍ଗିକ ବୈଶିଷ୍ଟ୍ୟ । (20 marks)

Asked 21 times in 2013–2023, most recently in 2020.

Q7b. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ । ଓଡ଼ିଆ ଉପନ୍ୟାସର କଥାବସ୍ତୁ ଓ ଚରିତ୍ର । (15 marks)

Asked 9 times in 2013–2023, most recently in 2020.

Q7c. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ । ଓଡ଼ିଆ କାଳ୍ପନିକ କାବ୍ୟରେ ଆଳଙ୍କାରିକତା । (15 marks)

Asked 11 times in 2013–2023, most recently in 2019.

Q8a. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ । ସତ୍ୟବାଦୀ ସାହିତ୍ୟରେ ଜାତୀୟଚେତନା । (20 marks)

Asked 6 times in 2013–2023, most recently in 2020.

Q8b. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ । ଓଡ଼ିଆ ମହାକାବ୍ୟର ବୈଶିଷ୍ଟ୍ୟ । (15 marks)

Asked 11 times in 2013–2023, most recently in 2020.

Q8c. ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ । ଚଉତିଶା ଓଡ଼ିଆ ଗୀତିସାହିତ୍ୟର ସର୍ବଶ୍ରେଷ୍ଠ ଓ ଜନପ୍ରିୟ ସମ୍ପଦ । (15 marks)

Asked 21 times in 2013–2023, most recently in 2020.
Cover of the UPSC Mains Topic-wise and Year-wise PYQs book (2013–2026)

From the Optional Province team

Strengthen your GS papers

Our UPSC Mains Topic-wise & Year-wise PYQ Book (2013–2026) maps every GS question to the syllabus, so you know what UPSC asks and how often. Now available as a hard copy and an eBook.

Buy Hard Copy on AmazonBuy eBook (PDF)

Download a free sample

Paper II

Q1a. ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ । ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧରେ ଲେଖିବାକୁ ହେବ: ‘ଶାନ୍ତିପର୍ବ’ ଅବଲମ୍ବନରେ ଭୀଷ୍ମ ଚରିତ୍ର ଉପରେ ଆଲୋକପାତ କର । (10 marks)

Asked 16 times in 2013–2023, most recently in 2020.

Q1b. ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ । ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧରେ ଲେଖିବାକୁ ହେବ: ‘ଯଦୁ-ଅବଧୂତ ସମ୍ବାଦ’ରେ ସମ୍ବାଦ ଓ ଉବାଚ ଶବ୍ଦ ପ୍ରୟୋଗର ଯଥାର୍ଥତା ପ୍ରତିପାଦନ କର । (10 marks)

Asked 16 times in 2013–2023, most recently in 2020.

Q1c. ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ । ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧରେ ଲେଖିବାକୁ ହେବ: ‘ରସକଲ୍ଲୋଳ’ର ପଠିତାଂଶ ଅବଲମ୍ବନରେ ଗୋପୀମାନଙ୍କର ବିରହ ଅବସ୍ଥା ବର୍ଣ୍ଣନା କର । (10 marks)

Asked 15 times in 2013–2023, most recently in 2020.

Q1d. ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ । ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧରେ ଲେଖିବାକୁ ହେବ: ଉପେନ୍ଦ୍ର ଭଞ୍ଜ ‘ଲାବଣ୍ୟବତୀ’ର ପ୍ରଥମ ଛାନ୍ଦର ଭାଷା-ଶୈଳୀ ସମ୍ପର୍କରେ ଯାହା ଉଲ୍ଲେଖ କରିଛନ୍ତି, ବର୍ଣ୍ଣନା କର । (10 marks)

Asked 15 times in 2013–2023, most recently in 2020.

Q1e. ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ । ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧରେ ଲେଖିବାକୁ ହେବ: ‘ଚନ୍ଦ୍ରଭାଗା’ ଚରିତ୍ରରେ ପ୍ରକାଶିତ ନୂତନତ୍ୱ ଦର୍ଶାଅ । (10 marks)

Asked 16 times in 2013–2023, most recently in 2020.

Q2a. ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ଜୀବନଚିତା’ ଆଧାରରେ ଦେବତା ପୂଜା ସମ୍ପର୍କରେ ମାୟାଧର ମାନସିଂହଙ୍କ ଦୃଷ୍ଟିକୋଣ ଦର୍ଶାଅ । (20 marks)

Asked 10 times in 2013–2023, most recently in 2020.

Q2b. ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ଚବିଶ ଗୁରୁ’ ଗ୍ରହଣର ତାତ୍ପର୍ଯ୍ୟ ଆଲୋଚନା କର । (15 marks)

Asked 16 times in 2013–2023, most recently in 2020.

Q2c. ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ରସକଲ୍ଲୋଳ’ର ପଠିତାଂଶ ଅବଲମ୍ବନରେ ବର୍ଷାରତୁ ବର୍ଣ୍ଣନାର ସଫଳତା ଦର୍ଶାଅ । (15 marks)

Asked 15 times in 2013–2023, most recently in 2020.

Q3a. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘କବିତା-୧୯୬୨’ ଆଧୁନିକ ଓଡ଼ିଆ କବିତା କ୍ଷେତ୍ରରେ ଏକ ଦିଗ ନିର୍ଣ୍ଣାୟକ – ଆଲୋଚନା କର । (20 marks)

Asked 11 times in 2013–2023, most recently in 2020.

Q3b. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ଲାବଣ୍ୟବତୀ ଓ ଚନ୍ଦ୍ରଭାନୁର ଜନ୍ମ ବୃତ୍ତାନ୍ତ ପ୍ରଥମ ଛାନ୍ଦ ଅବଲମ୍ବନରେ ବର୍ଣ୍ଣନା କର । (15 marks)

Asked 15 times in 2013–2023, most recently in 2020.

Q3c. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ଚନ୍ଦ୍ରଭାଗା’ରେ ବର୍ଣ୍ଣିତ ପ୍ରକୃତି ଉପରେ ଆଲୋକପାତ କର । (15 marks)

Asked 16 times in 2013–2023, most recently in 2020.

Q4a. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ସପ୍ତମରତୁ’ର ବିଶେଷତ୍ୱ ଉପରେ ଆଲୋକପାତ କର । (20 marks)

Asked 10 times in 2013–2023, most recently in 2020.

Q4b. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ମହାଭାରତ’ରେ ‘ଶାନ୍ତିପର୍ବ’ ସଂଯୋଜନର ବୈଶିଷ୍ଟ୍ୟ ପ୍ରତିପାଦନ କର । (15 marks)

Asked 16 times in 2013–2023, most recently in 2020.

Q4c. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ଜୀବନଚିତା’ରେ ପ୍ରତିଫଳିତ କବିଙ୍କ ଜୀବନ ଦୃଷ୍ଟି ଉପରେ ଆଲୋକପାତ କର । (15 marks)

Asked 10 times in 2013–2023, most recently in 2020.

Q5a. ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ । ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧରେ ଲେଖିବାକୁ ହେବ: ‘କାଠଘୋଡ଼ା’ ନାଟକର ନାମକରଣର ସାର୍ଥକତା ଦର୍ଶାଅ । (10 marks)

Asked 15 times in 2013–2023, most recently in 2020.

Q5b. ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ । ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧରେ ଲେଖିବାକୁ ହେବ: ‘ତଟନିରଞ୍ଜନା’ର ଗୌତମ ଚରିତ୍ରର ବୈଶିଷ୍ଟ୍ୟ ଆଲୋଚନା କର । (10 marks)

Asked 12 times in 2013–2023, most recently in 2020.

Q5c. ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ । ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧରେ ଲେଖିବାକୁ ହେବ: ‘ନୀଳଜ୍ୟୋତ୍ସ୍ନା’ ଗଳ୍ପରେ ପ୍ରତିଫଳିତ ଗାଳ୍ପିକଙ୍କର ପ୍ରେମପ୍ରତି ଦୃଷ୍ଟିକୋଣ ବର୍ଣ୍ଣନା କର । (10 marks)

Asked 13 times in 2013–2023, most recently in 2020.

Q5d. ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ । ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧରେ ଲେଖିବାକୁ ହେବ: ‘ଲକ୍ଷ୍ମୀର ଅଭିସାର’ ଗଳ୍ପରେ ପଣ୍ଡିତ ଚରିତ୍ରର ତାତ୍ପର୍ଯ୍ୟ ଲେଖ । (10 marks)

Asked 13 times in 2013–2023, most recently in 2020.

Q5e. ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ । ପ୍ରତ୍ୟେକ ଉତ୍ତର 150 ଶବ୍ଦ ମଧରେ ଲେଖିବାକୁ ହେବ: ‘ଛ’ମାଣ ଆଠଗୁଣ୍ଠ’ରେ ଫକୀର ମୋହନଙ୍କର ହାସ୍ୟରସ ପ୍ରୟୋଗ ସମ୍ପର୍କରେ ଆଲୋଚନା କର । (10 marks)

Asked 15 times in 2013–2023, most recently in 2020.

Q6a. ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘କଥା ସରେନା’ ପ୍ରବନ୍ଧ ମାଧମରେ କ୍ରିୟା-ପ୍ରକ୍ରିୟାର ଏକ ଅସରନ୍ତି ପ୍ରବାହକୁ ଲେଖକ କିପରି ଦର୍ଶାଇଛନ୍ତି, ଆଲୋଚନା କର । (20 marks)

Asked 14 times in 2013–2023, most recently in 2020.

Q6b. ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ବାସ୍ତବତା ଦୃଷ୍ଟିରୁ ବଳୀଦତ୍ତ ଚରିତ୍ରର ଯଥାର୍ଥତା ନିରୂପଣ କର । (15 marks)

Asked 16 times in 2013–2023, most recently in 2020.

Q6c. ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘କାଠଘୋଡ଼ା’ ନାଟକରେ ପ୍ରୟୋଗ କରାଯାଇଥିବା ନୂତନତା ଦର୍ଶାଅ । (15 marks)

Asked 15 times in 2013–2023, most recently in 2020.

Q7a. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ଚିତ୍ତରଞ୍ଜନ ଦାସଙ୍କ ପ୍ରବନ୍ଧ ଅବଲମ୍ବନରେ ଜାଣିବା ଓ ବୁଝିବା ମଧରେ ଥିବା ପାର୍ଥକ୍ୟକୁ ସଦୃଷ୍ଟାନ୍ତ ଲେଖ । (20 marks)

Asked 12 times in 2013–2023, most recently in 2020.

Q7b. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ବୌଦ୍ଧ ଧର୍ମ-ଦର୍ଶନର ବିରୋଧାତ୍ମକ ଚିତ୍ରର ପ୍ରତିଫଳନ ‘ତଟନିରଞ୍ଜନା’ରେ କିପରି ଘଟିଛି – ଦର୍ଶାଅ । (15 marks)

Asked 12 times in 2013–2023, most recently in 2020.

Q7c. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ଗୃହଦାହ’ ଗଳ୍ପ ମାଧମରେ ରାଜନୀତିରେ ସ୍ୱାର୍ଥପରତାର ଚିତ୍ର କିପରି ପ୍ରଦର୍ଶିତ – ନିରୂପଣ କର । (15 marks)

Asked 13 times in 2013–2023, most recently in 2020.

Q8a. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ଲକ୍ଷ୍ମୀର ଅଭିସାର’ ଗଳ୍ପଗ୍ରନ୍ଥ ମାଧମରେ ମନୁଷ୍ୟର ଅହଙ୍କାରର ସାରଶୂନ୍ୟତାକୁ ପ୍ରତିପାଦନ କର । (20 marks)

Asked 13 times in 2013–2023, most recently in 2020.

Q8b. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ସରୋଜିନୀ’ ଚରିତ୍ର ମାଧମରେ ମୂଲ୍ୟବୋଧର ବିପର୍ଯ୍ୟୟ ରୂପାୟିତ – ନିର୍ଣ୍ଣୟ କର । (15 marks)

Asked 16 times in 2013–2023, most recently in 2020.

Q8c. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ: ‘ଚମ୍ପା’ ଚରିତ୍ରର କୁଟିଳତାର ବିବିଧ ଦିଗ ଦର୍ଶାଅ । (15 marks)

Asked 15 times in 2013–2023, most recently in 2020.

Spotted an error? Tell us.

We classify every PYQ with care, but mistakes can slip in. If a question is in the wrong topic, has a typo, the wrong year, or is missing, let us know. We review every report and update the page.

Report an Error

Spotted something wrong?

If a question is in the wrong unit or a match looks wrong, please report an error.

Related: Overall Odia Literature PYQ analysis · Year-wise question papers · Topic-wise PYQs

Subscribe
Notify of
guest

0 Comments
Oldest
Newest Most Voted